୩ ପୋଲିସ ସହ ୯ ଠକ ଗିରଫ : କୋଟିଏ ଟଙ୍କା ଜବତ

ଭୁବନେଶ୍ୱର: କମିଶନ ରେଟ ପୋଲିସ୍ ଆଜି ଝାଡଖଣ୍ଡରେ ଏକ ଠକ୍ ଗ୍ୟାଙ୍ଗକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ କୋଟିଏ ଟଙ୍କା ଜବତ କରିଛି । ଗିରଫ ଠକଙ୍କ ମଧ୍ୟରେ ୩ଜଣ ପୋଲିସ୍ କର୍ମଚାରୀ ଅନ୍ତର୍ଭୁକ୍ତ ଅଛନ୍ତି । ସେମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଳ ଓ ଜଣେ ହାବିଲଦାର ଥିବା କୁହାଯାଇଛି ।

ଥରିଲା ଆସାମ : ବହୁ ଘର ଦ୍ୱାର କ୍ଷତିଗ୍ରସ୍ତ

ଗୁଆହାଟି: ଆସାମରେ ଆଜି ସକାଳେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି । ସ୍ଥାନୀୟ ସମୟ ସକାଳ ୭.୫୧ରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ଥିବା ଭାରତର ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସାମର ସୋନିତପୁର ଅନ୍ତର୍ଗତ ଢେକିଆଜୁଲି

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ

ନୂଆଦିଲ୍ଲୀ: ଦେଶର ତଥା ପର୍ଯ୍ୟାୟ ତଥା ୧୮ରୁ ୪୪ ବର୍ଷ ବୟସ୍ପକଙ୍କୁ ଟିକା କରଣ ପାଇଁ ଆଜିଠାରୁ ପଞ୍ଜିକରଣ ଆରମ୍ଭ ହୋଇଛି । କୋ-ୱନି’ ପୋଟାଲ୍, ଆରୋଗ୍ୟ ସେତୁ ଏବଂ ଉମଙ୍ଗା ଆପ୍ର ଏର୍ହି ଆରମ୍ଭ ହୋଇଇଛି । ଏାହା ଦ୍ୱାରା ୧୮ ବର୍ଷରୁ ୪୪ ବର୍ଷ ବୟସ୍କକଙ୍କୁ ଟିକା ଦାନ କରାଯାଇପାରିବ । ତେବେ

ରାଜ୍ୟ ପାଇଁ କୋଭିସିଲ୍ଡ ଟିକାର ଦାମ କମାଇଲା ସେରମ ଇନଷ୍ଟିଚ୍ୟୁଟ୍

ନୂଆଦିଲ୍ଲୀ: ଗୋଟିଏ ଟିକାର ୩ଟି ଦରକୁ ନେଇ ଲାଗି ରହିଥିବା ବିବାଦ ଭିତରେ କୋଭିସିଲ୍ଡ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍‌ଟିଚ୍ୟୁଟ୍ ରାଜ୍ୟ ସରକାର ମାନଙ୍କ ପାଇଁ ଖୁସି ଖବର ଆଣିଛି । ଇନଷ୍ଟିଚ୍ୟୁଟ୍ ପକ୍ଷରୁ ସୂଚନା ଦିଆଯାଇଛି କି ରାଜ୍ୟମାନଙ୍କୁ କୋଭିସିଲ୍ଡ ଟିକାର ପ୍ରତ୍ୟେକ ଡୋଜ୍

ବନ୍ଦ ଖଣିରୁ ଲୁହାପଥର ଲୁଟ୍

ଯୋଡା: ଯୋଡା ଖଣି କ୍ଷେତ୍ର ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତ ଭୋଳବେଡା ଠାରେ ଥିବା ହରଗୋବିନ୍ଦ ପାଣ୍ଡିଆଙ୍କ ଲୌହ ଓ ମାଙ୍ଗାନିଜ ଖଣି ଲୁହାପଥର ଲୁଟେରାଙ୍କ ପେଣ୍ଠସ୍ଥଳି ପାଲଟିଛି । ଦୈନିକ ରାଜ୍ୟ ବାହାରର ଟ୍ରକ ମାଧ୍ୟମରେ ଏଠାରୁ ବୋଝେଇ ହୋଇ ଲକ୍ଷ ଲକ୍ଷ ଟଙ୍କା ଉଚ୍ଚମାନର ଲୁହାପଥର ରାଜ୍ୟ

ଚିକିତ୍ସା ଅବହେଳାରୁ ବୃଦ୍ଧଙ୍କ ମୃତ୍ୟୁ

ଧର୍ମଶାଳା: ଧର୍ମଶାଳା ଡାକ୍ତରଖାନାରେ ରୋଗୀ ମୃତ୍ୟୁକୁ ନେଇ ଆଜି ଉତେଜନା ପ୍ରକାଶ ପାଇଥିଲା । ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ କୋଭିଡରେ ସଂପୃକ୍ତ ରୋଗୀଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି । ମୃତକ ହେଲେ ଜେନାପୁର ଅଂଚଳର

ଟିକା ନେବା ପରେ ସଂକ୍ରମିତ ଗୁରୁତର ସମ୍ଭାବନା କମ୍

ଭୁବନେଶ୍ୱର: ଯେଉଁମାନେ ଟିକା ନେଇଛନ୍ତି ସେମାନେ ବି ସଂକ୍ରମିତ ହୋଇପାରିବେ କିନ୍ତୁ ସେମାନେ ଗୁରୁତର ହେବାର ସମ୍ଭାବନା କମ୍ । ସେହିପରି ଯେଉଁମାନେ କପଡ଼ା ମାସ୍କ ପିନ୍ଧୁଛନ୍ତି ସେମାନେ ଡବଲ ମାସ୍କ ପିନ୍ଧନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ୍ ସଂପର୍କିତ ବୈଷୟିକ ପରାମର୍ଶଦାତା

କରୋନା ରୋଗୀଙ୍କୁ ଅଟୋ ଚାଳକଙ୍କ ନିଶୁଲ୍କ ସେବା

କଟକ: ସମଗ୍ର ବିଶ୍ୱରେ କରୋନା ତାର ଦ୍ୱିତୀୟ ଲହରର କାୟା ବିସ୍ତାର ଆରମ୍ଭ କରିଦେଲାଣି । ଏହି ମାରାତ୍ମକ ଭୂତାଣୁଠାରୁ ଦୁରେଇ ରହିବା ପାଇଁ ସଚେତନତା ହିଁ ଏକମାତ୍ର ବିକ୍ଳପ ଅଟେ । କିନ୍ତୁ ବର୍ତମାନ ରାଜ୍ୟ ସରକାର ବିଭିନ୍ନ ସହରରେ ଲକଡାଉନ ସହିତ ସର୍ଟ ଡାଉନ୍ ମଧ୍ୟ ଆରମ୍ଭ କରିଦେଇଛନ୍ତିି ।

ସୁଗ୍ରୀବ ସିଂଙ୍କ ବିୟୋଗରେ ଶୋକ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ପୁର୍ବତନ ସାଂସଦ ତଥା ଫୁଲବାଣୀ ପୌର ପରିଷଦର ପ୍ରଥମ ଅଧ୍ୟକ୍ଷ ଓ ଫୁଲବାଣୀ ପ୍ରେସ କ୍ଳବର ପୁର୍ବତନ ସଭାପତି ସୁଗ୍ରୀବ ସିଂଙ୍କ ଦେହାନ୍ତରେ ଜିଲ୍ଲାରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ କରାଯାଇଛି । ଆଜି ଫୁଲବାଣୀ ସାମ୍ବାଦିକ ଭାବନଠାରେ ଫୁଲବାଣୀ ପ୍ରେସକ୍ଳବର

ତ୍ରୁଟିଶୂନ୍ୟ ଯୋଜନା ପ୍ରସ୍ତୁତ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ

ଭୁବନେଶ୍ୱର: କୋଭିଡ ରୋଗର ଚିକିତ୍ସାରେ ଅକ୍ସିଜେନର ଗୁରୁତ୍ୱ ସବୁଠାରୁ ଅଧିକ । ତେଣୁ ଅକ୍ସିଜେନ ଯୋଗାଣ ଯେପରି ସୁବ୍ୟବସ୍ଥିତ ଭାବରେ ଜାରି ରହିବ, ତାହାର ତଦାରଖ କରିବା ସହିତ ଠିକ୍ ସମୟରେ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯେପରି ରୋଗୀ ପାଖରେ ପହଂଚି ପାରିବ, ସେଥିପ୍ରତି ଯନôବାନ ହେବା