ରାଜ୍ୟରେ ୨ହଜାର ଟପିଲା କରୋନା ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ଦୈନଦିନ ମହାମାରୀ କରୋନା ଭୂତାଣୁର ସଂକ୍ରମଣ ୬ ହଜାର ଉପରେ ରହିଥିଲା ବେଳେ ଆଜି ଆଉ୧୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୦୭ରେ ପହଂଚିଯାଇଛି । ରାଜ୍ୟରେ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪!-->…