ତୁଣ୍ଡି ହିଁ ଭରସା
କରୋନା ମହାମାରୀ ଯୋଗୁଁ ଏବେ ଦଶଟି ରାଜ୍ୟ ଲାଲ ବଳୟ ମଧ୍ୟରେ ରହିଛି । ଏଗୁଡିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଗୁଜୁରାଟ, ଛତିଶଗଡ, ପଶ୍ଚିମବଙ୍ଗ ଓ ଉତରପ୍ରଦେଶ ପ୍ରମୁଖ । ସଂକ୍ରମଣ ବଢିବା ସହିତ ମୃତୁ୍ୟ ହାର ମଧ୍ୟ ବଢିଛି । ଭାଇରସ ଷ୍ଟେ୍ରନର!-->…