ରାଜଧାନୀରେ ଅଗ୍ନିବର୍ଷା
ଭୁବନେଶ୍ୱର: ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ଆଜି ପୁଣି ସବୁଠୁ ଉତପ୍ତ ସହରରେ ପରିଣତ ହୋଇଛି । ରାଜଧାନୀର ତାପମାତ୍ରା ୪୪ଡିଗ୍ରୀରେ ପହଞ୍ଚିଥିବା ଆଶଙ୍କା କରାଯାଉଛି । ଅସହ୍ୟ ରୌଦ୍ରତାପ ସାଙ୍ଗକୁ ସଟ୍ଡାଉନ୍ ଯୋଗୁଁ ରାଜଧାନୀର!-->…