ରାଜ୍ୟରେ ଲାଗୁ ହେଲା ୧୪ ଦିନିଆ ଲକ୍ଡାଉନ୍
ବେଙ୍ଗାଲୁରୁ: କୋଭିଡ୍ ସଂକ୍ରମଣକୁ
ନଜରରେ ରଖି ରାଜ୍ୟରେ ୧୪ ଦିନିଆା ଲକ୍ଡାଉନ୍ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର । ଏହି
ନିୟମ ମଙ୍ଗଳବାର ରାତି ୯ଟାରୁ ଲାଗୁହେବା ନେଇ ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ
ବି.ଏସ୍. ୟେଦୁରପ୍ପା । କ୍ୟାବିନେଟ୍ ବୈଠକ ପରେ !-->!-->!-->…