ଗୋଟିଏ ଜୁଇରେ ମା’ ଓ ପୁଅ
ଅସୁସ୍ଥ ଜ୍ୱାଇଁଙ୍କୁ ଦେଖିବାକୁ ଯାଉଥିଲେ । ହେଲେ ବାଟରେ ଘଟିଲା ଦୁର୍ଘଟଣା । ପ୍ରଥମେ ଗଲା ପୁଅର ଜୀବନ । ତା’ପରେ ଗଲା ତାଙ୍କ ଜୀବନ । ଆଉ ଗାଁରେ ମୃତଦେହ ପହଂଚିବା ପରେ ଏକା ସାଙ୍ଗରେ ଜଳିଥିଲା ମା’ ପୁଅଙ୍କୁ ଜୁଇ । ଏମିତି ଏକ ଘଟଣା ଅନୁଗୋଳ ଜିଲ୍ଲା କିଆକଟା ଥାନା ଧୁଢ଼ିଆପଢ଼ା ଗାଁରେ ।!-->…