ବିମାନ ଯୋଗେ ତେଲେଙ୍ଗାନାରୁ ଓଡ଼ିଶା ଆସିଲା ୯ଟି ଅମ୍ଳଜାନ ଟ୍ୟାଙ୍କର
ହାଇଦ୍ରାବାଦ: କରୋନା ସଂକ୍ରମଣ ଭିତରେ ଅମ୍ଳଜାନର ସଙ୍କଟ ସୃଷ୍ଟି ହୋଇଛି । ଏଭଳି ଏକ ସ୍ଥିତିରେ ଗୋଟିଏ ପରେ ଗୋଟିଏ ରାଜ୍ୟ ଓଡ଼ିଶାରୁ ଅମ୍ଳଜାନ ନେବାକୁ ନିବେଦନ କରିବାରେ ଲାଗିଛନ୍ତି। ଓଡ଼ିଶା ମଧ୍ୟ ଆବଶ୍ୟକ ଥିକା ରାଜ୍ୟଗୁଡ଼ିକୁ ଅମ୍ଳଜାନ ଯୋଗାଇ ଦେବା ଆରମ୍ଭ କରିଛି । ଏହିକ୍ରମରେ!-->…