ଓଡ଼ିଶା ସମେତ ସମଗ୍ର ଦେଶରେ ବଦଳିବ ବ୍ୟାଙ୍କ ସମୟ
ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଦେଶରେ ବଦଳିବ ବ୍ୟାଙ୍କ ସମୟ । ଦୃତ ଗତିରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିବାକୁ ଇଣ୍ଡିଆନ୍ ବ୍ୟାଙ୍କ୍ସ ଆସୋସିଏସନ (ଆଇବିଏ) ପକ୍ଷରୁ ବ୍ୟାଙ୍କଗୁଡିକୁ ପରାମର୍ଶ ଦିଆଯାଇଛି । ବ୍ୟାଙ୍କ ସମୟ ଦିନ ୧୦ଟାରୁ!-->…