କରୋନା ଯୋଗୁ ଛୁଟି ମିଳିଲାନି, ଥାନାରେ ହେଲା ମହିଳା କନଷ୍ଟେବଳଙ୍କ ହଳଦୀ ବିଧି
କରୋନା ମହାମାରୀ ସମୟରେ ପୁଲିସ କର୍ମଚାରୀ ହେଉଛନ୍ତି ଆଗଧାଡ଼ିର ଯୋଦ୍ଧା। ମହାମାରୀ ସଂକ୍ରମଣ ରୋକିବାରେ ସେମାନଙ୍କ ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ତେଣୁ ପୁଲିସ ବିଭାଗ ଏବେ ଆଲର୍ଟରେ ରହିଛି। କର୍ମଚାରୀମାନେ ଦିନରାତି ଡ୍ୟୁଟି କରୁଛନ୍ତି। ଏଥିପାଇଁ ପୁଲିସ କର୍ମଚାରୀଙ୍କୁ ଅଧିକାଂଶ ସମୟରେ!-->…