୫୭ ହଜାର ଟଙ୍କାର ଜାଲ୍ନୋଟ୍ କାରବାରରେ ରେଳବାଇ କର୍ମଚାରୀ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦନୀ ଚୌକ ଅଞ୍ଚଳର ଏକ ଭଡା ଘରୁ ପୋଲିସ୍ ୫୭ ହଜାର ଟଙ୍କା ଜାଲ୍ ନୋଟ୍ ଜବତ କରିବା ସହିତ ଏହି ଘଟଣାରେ ଜଣେ ରେଳବାଇ ଅଧିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରମଣ କୁମାର ରଜକ । ରମଣ ବ୍ରଜରାଜନଗର ରେଳ ଷ୍ଟେସନରେ ବରିଷ୍ଠ

ବଜ୍ରାଘାତରେ ଜଣେ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ରରୁଆଁ ଅନ୍ତର୍ଗତ ଗୟଳଚେଟୁଆ ଗ୍ରାମରେ ଜନୈକ ବ୍ୟକ୍ତି ବଜ୍ରାଘାତରେ ମୃତ୍ୟୁବରଣ କରିଥିବାର ଖବର ମିଳିଛି । ଆଜି ଅପରାହ୍ନରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଘଡଘଡି ସହିତ ବର୍ଷା ହୋଇଥିଲା । ତେବେ ସୁନା (୫୫) ଗାଧୋଇ ବାକୁ ଯାଇଥିବା ବେଳେ, ହଠାତ ବର୍ଷା ଘଡଘଡି

ପିପିଲି-ଡେଲାଙ୍ଗ ବିକାଶ କାମ ମୁଁ ନିଜେ ବୁଝିବି : ମୁଖ୍ୟମନ୍ତ୍ରୀ

ଭୁୁବନେଶ୍ୱର: ପିପିଲି-ଡେଲାଙ୍ଗର ବିକାଶ କାମ ମୁଁ ନିଜେ ବୁଝିବି । ବିଜୁ ଜନତା ଦଳର ପ୍ରାର୍ଥୀକୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆପଣମାନେ ଆଶୀର୍ବାଦ କରନ୍ତୁ ବୋଲି କହି ପିପିଲି -ଡେଲାଙ୍ଗବାସୀଙ୍କୁ ଅନୁରୋଧ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଦିନ

ରାଜ୍ୟକୁ ଟିକା ଦେବା ପାଇଁ ପୁଣି ଚିଠି ଲେଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାକୁ ସ୍ୱଳ୍ପ ଓ ଅନିୟମିତ ଭାବେ କୋଭିଡ୍-୧୯ ଟିକା ଯୋଗାଣ ହେତୁ ରାଜ୍ୟରେ ଟିକାକରଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଆଜି ପର୍ଯ୍ୟନ୍ତ ରାଜ୍ୟ ମୋଟ ୪୬ ଲକ୍ଷ ୮ ହଜାର ୬୫୦ ଡୋଜ୍ ଟିକା ପାଇଥିବାବେଳେ ସେଥି ମଧ୍ୟରୁ ଉପକେନ୍ଦ୍ରଗୁଡ଼ିକରେ କୌଣସି ଟିକା ଉପଲବ୍ଧ ନଥିବାବେଳେ

୧୦ଲକ୍ଷ ଟନ୍ ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବ ଜାପାନ

ଟୋକିଓ: ଜାପାନ ସରକାର ଫୁକୁଶିମା ପରମାଣୁ କେନ୍ଦ୍ରର ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବାକୁ ନିଷ୍ପତି ନେଇଛନ୍ତି । ଫୁକୁଶିମାର ୧୦ଲକ୍ଷ ଟନରୁ ଅଧିକ ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବାର ଯୋଜନାକୁ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ମଙ୍ଗଳବାର ମଞ୍ଜଚରୀ ପ୍ରଦାନ

ତିହାର ଜେଲରେ ବ୍ୟାପୁଛି କରୋନା

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ଦେଶର ସର୍ବାଧିକ ସଂଖ୍ୟକ କଏଦୀ ରହୁଥିବା ତିହାର ଜେଲରେ ଏବେ କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଜେଲରେ ରହୁଥିବା କଏଦୀମାନଙ୍କ ମଧ୍ୟରୁ ୫୨ ଜଣ କରୋନା ସଂକ୍ରମିତ ହୋଇଥିବା

ପଣା ସଂକ୍ରାନ୍ତିରେ ଭକ୍ତଙ୍କୁ ମନ୍ଦିର ମନା

ଭୁବନେଶ୍ୱର : ରାଜ୍ୟରେ ମହାମାରୀର ପ୍ରଭାବ ବଢ଼ି ବଢ଼ି ଚାଲିଥିବା ବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତି ପାଇଁ ବିଏମସି ପକ୍ଷରୁ କଡ଼ା କଟକଣା ଜାରି କରାଯାଇଛି । ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ପଡ଼ୁଥିବା ବେଳେ ମନ୍ଦିରରେ ଭିଡ଼ ହେବାର ଆଶଙ୍କା କରି ଆଗୁଆ ପଦକ୍ଷେପ ନିଆଯାଇଛି । କରୋନା

ହାଇଦର ଫେରାର ଫଛରେ ବଡ଼ ଅଫିସରଙ୍କ ହାତ: ବିଜୟ

ଭୁବନେଶ୍ୱର: ହାଇଦରକୁ ଫେରାର କରିଦିଆଯାଇଛି କହିଛନ୍ତି ବିଜେପି ନେତା ବିଜୟ ମହାପାତ୍ର। ସେ କହିଛନ୍ତି ଯେ ସୁପରିକଳ୍ପିତ ଓ ଯୋଜନାବଦ୍ଧ ଭାବେ ହାଇଦରକୁ ଫେରାର କରାଯାଇଛି। ଫେରାରର ସତ୍ୟ ଘଟଣାକୁ ଲୁଚେଇବାକୁ ଚେଷ୍ଟା କରାଯାଇଛି। ପ୍ରଥମେ STF ମୁଖ୍ୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି

‘ଅପରେସନ ପୂର୍ବରୁ ଫେରାର ହୋଇଛି ହାଇଦର’

କଟକ: କଟକ ବଡ଼ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ଚିକିତ୍ସା ପାଇଁ ହାଇଦର ହିଁ କ୍ୟାବିନ ଭାଙ୍ଗିଥିବା SCB କର୍ତ୍ତୃପକ୍ଷ କହିଛନ୍ତି। ଏସ୍‌ସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାଣାଙ୍କ ସୂଚନା ଦେଇଛନ୍ତି ଯେ ସମ୍ବଲପୁର ଜେଲ ପକ୍ଷରୁ ନୁହେଁ, ହାଇଦର ହିଁ କ୍ୟାବିନ

ଶ୍ରୀମନ୍ଦିର ସହ ସଂପୃକ୍ତ ୨୩ ବାହାରିଲେ କରୋନା ପଜିଟିଭ

ପୁରୀ: ପୁରୀରେ ବ୍ୟାପକ ହୋଇଛି କରୋନା ସଂକ୍ରମଣ। ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ପର୍ଯ୍ୟନ୍ତ ସବୁଠି ବ୍ୟାପିଲାଣି କରୋନା ସଂକ୍ରମଣ। ଦୀର୍ଘମାସ ବନ୍ଦ ରହିବା ପରେ ପୁରୀ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲିଥିଲା। କଟକଣା ଭିତରେ ଜଗା ଦର୍ଶନ ପାଉଥିଲେ ଭକ୍ତ। ହେଲେ ଏବେ ପରିସ୍ଥିତି