୧୦ଲକ୍ଷ ଟନ୍ ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବ ଜାପାନ
ଟୋକିଓ: ଜାପାନ ସରକାର ଫୁକୁଶିମା ପରମାଣୁ କେନ୍ଦ୍ରର ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବାକୁ ନିଷ୍ପତି ନେଇଛନ୍ତି । ଫୁକୁଶିମାର ୧୦ଲକ୍ଷ ଟନରୁ ଅଧିକ ରେଡିଓ ଆକ୍ଟିଭ ପାଣିକୁ ସମୁଦ୍ରରେ ଛାଡିବାର ଯୋଜନାକୁ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ମଙ୍ଗଳବାର ମଞ୍ଜଚରୀ ପ୍ରଦାନ!-->…