କୋଭିଡର ଦ୍ୱିତୀୟ ଟିକା ନେବାପରେ ଆସିଲା ପଜିଟିଭ ରିପୋର୍ଟ
ଗାନ୍ଧୀନଗର: କାମ କଲାନାହିଁ କୋଭିଡ ଟିକା। ଟିକା ନେବାପରେ ବି ବାହାରିଲା ପଜିଟିଭ। ଏବେ ଗୃହାବଦ୍ଧ ରହିଛନ୍ତି ବ୍ୟକ୍ତିଜଣକ। ସେ ହେଉଛନ୍ତି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ। ଏହିଭଳି ଏକ ଘଟଣା ଲୋକଲୋଚନକୁ ଆସିଛି ଗୁଜରାଟ ରାଜଧାନୀ ଗାନ୍ଧୀନଗରର ଦେହଗାମ୍ ତାଲୁକାରେ।ଦେଶରେ କୋଭିଡ!-->…