ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା : ୫ ମୃତ
କୋଲ୍କାତା: ପଶ୍ଚିମବଙ୍ଗର କୁଚ୍ ବିହାର ଜିଲ୍ଲା ଅନ୍ତର୍ଗତ ଶୀତଲକୁଚି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ବେଳେ ଆଜି ବିଜେପି-ତୃଣମୁଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ହିଂସା କାଣ୍ଡ ଘଟି ୫ଜଣଙ୍କର ମୃତୁ୍ୟ ଘଟିଛି । ଭୋଟ ଦେବା ପାଇଁ ଧାଡିରେ ଛିଡା ହୋଇଥିବା ଆନନ୍ଦ ବର୍ମନ୍ ନାମକ ଜଣେ ଯୁବକଙ୍କୁ!-->…