ଚୋର ଫେରାଇ ଦେଲା ମୂର୍ତ୍ତି!
ତମାଣ୍ଡୋ: ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଏକ ମନ୍ଦିର ନିକଟରୁ ୨ଟି ପିତ୍ତଳ ମୂର୍ତ୍ତି ତମାଣ୍ଡୋ ଥାନା ପୁଲିସ ଜବତ କରିଥିବା ଜଣାଯାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ତମାଣ୍ଡୋ ପେଟ୍ରୋଲ ପମ୍ପ ନିକଟସ୍ଥ ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଜଗନ୍ନାଥ ମନ୍ଦିରରେ!-->…