ଋଷର ସ୍ପୁଟ୍ନିକ୍-ଭି ଟିକାକୁ ଅନୁମତି ଦେଇପାରନ୍ତି ସରକାର
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଦେଶରେ କାୟା ବିସ୍ତାର କରିଚାଲିଥିଲା ବେଳେ କେନ୍ଦ୍ର ସରକାର ଋଷ୍ରେ ନିର୍ମିତ କରୋନା ଟିକା ସ୍ପୁଟନିକ ଭି (ସ୍ପୁଟନିକ୍ ଭି)କୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଗୁରୁତ୍ୱର ସହକାରେ ବିଚାରବିମର୍ଷ କରୁଥିବା ଜଣାଯାଇଛି । ଆଗାମୀ ୧୦ ଦିନ!-->…