ରେକର୍ଡ ଭାଙ୍ଗୁଛି କରୋନା ;ଦେଶରେ ୧ଲକ୍ଷ ୩୧ ହଜାର ନୂଆ ଆକ୍ରାନ୍ତ
ନୂଆଦିଲ୍ଲୀ : ଦେଶରେ କରୋନା ପୁଣି ନିଜର କାୟା ବିସ୍ତାର କରିବାରେ ଲାଗିଛି। ପ୍ରତିଦିନ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସହ ନୂଆ ରେକର୍ଡ଼ ସୃଷ୍ଟି କରୁଛି। ୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାର ୯୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୩୦,୬୦, ୫୪୨କୁ!-->…