୩ ସାଇବର ଠକ ଗିରଫ
ବେଲପାହାଡ: ଏକ ସାଇବର ଠକ ଗ୍ୟାଙ୍ଗର ୩ଜଣ ଠକଙ୍କୁ ବେଲପାହଡ ଥାନାର ଏକ ସାଇବର ଠକେଇ ମାମଲାରେ ଝାରସୁଗୁଡା ପୋଲିସ ଗିରଫ କରିଛି । ଏମାନଙ୍କୁ ସୁନ୍ଦରଗଡ ଜିଲ୍ଲା ଲେଫରିପଡା ଥାନା ଅଂଚଳରୁ ସୋମବାର ରାତିରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଏମାନଙ୍କ ଠାରୁ ୯ଟି ମୋବାଇଲ ଫୋନ, ଗୋଟିଏ ସୋନି!-->…