ଟିଏମସି ନେତାଙ୍କ ଘରୁ ମିଳିଲା ଇଭିଏମ
କଲକାତା: ପଶ୍ଚିମବଙ୍ଗରେ ଆଜି ୩୧ ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ଚାଲିଛି। ତେବେ ଏହା ପୂର୍ବରୁ ହାଓଡ଼ାର ଉଲବେରିଆରେ ଟିଏମସି ନେତା ଗୌତମ ଘୋଷଙ୍କ ଘରୁ ଇଭିଏମ ଏବଂ ଭିଭିପ୍ୟାଟ୍ ମିଳିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ଘଟଣାକୁ ନେଇ ଉଭୟ ବିଜେପି ଏବଂ ଟିଏମସି ମଧ୍ୟରେ!-->…