ସଂସ୍କୃତି ନା ଅପସଂସ୍କୃତି
ସାଂସ୍କୃତି କହିଲେ ସାଧାରଣତଃ ଗୋଟିଏ ଦେଶ ବା ରାଜ୍ୟ ଅଥବା ଏକ ଜିଲ୍ଲାର ସାଂସ୍କୃତିକ ପ୍ରତିବଦ୍ଧତାକୁ ବୁଝାଇଥାଏ । ଯେଉଁ ଦେଶର ସଂସ୍କୃତି ଅତି ମହାନ ବୋଲି ଦାବି କରାଯାଇଥାଏ, ସେ ଦେଶର ସାଂସ୍କୃତିକ ମାହୋଲ୍ ସେତିକି ମୂଲ୍ୟବାନ ହୋଇଥାଏ । ନିକଟରେ ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ!-->…