ମମତା ଚଳାଇଛନ୍ତି ୩-ଟି ଶାସନ : ଶାହା
କଲକାତା : ପଶ୍ଚିମବଙ୍ଗ କୁଚବିହାରରେ ବିଜେପିର ପ୍ରଚାର ଶୋଭାଯାତ୍ରାରେ ଯୋଗ ଦେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ପରାଜୟ ନିଶ୍ଚିତ। ଶାହା କହିଛନ୍ତି ମମତା ପଶ୍ଚିମବଙ୍ଗରେ ୩-ଟି ଶାସନ ଚଳାଇଛନ୍ତି। ଏହି ୩ଟି ହେଲା ‘ତାନାସାହି’!-->…