ପ୍ରେସର ଦେଉଥିବା ବେଳେ ଚକ ଫାଟି ଜଣେ ମୃତ
ପୁରୀ: ପୁରୀର ଅଠରନଳାରେ ଏକ ଅଘଟଣ ଘଟିଯାଇଛି । ଟ୍ରାକ୍ଟର ଚକରେ ପ୍ରେସର ଦେଉଥିବା ବେଳେ ଚକ ଫାଟି ଟ୍ରାକ୍ଟର ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି ସଦର ଥାନା ଚାରିନଳା ନିକଟସ୍ଥ କୃପାସାଗର ପାଟଣା ଗାଁର ଅକ୍ଷୟ ଜେନା । ସୂଚନା ଅନୁଯାୟୀ ଆଜି ସକାଳେ ଅକ୍ଷୟ ଟ୍ରାକ୍ଟର ଧରି ଚକରେ!-->…