ୟୁଜର୍ସ ଫି ପ୍ରତ୍ୟାହାର ଦାବିରେ ସିପିଏମ୍ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ
ଜଳେଶ୍ୱର : ଜଳେଶ୍ୱର ପୈାର ପରିଷଦ ପକ୍ଷରୁ ୟୁଜର୍ସ ଫି ଭଳି ଜିଜିଆ କରକୁ ତୀବ୍ର ବିରୋଧ କରିଛି ସିପିଏମ୍ ଆଂଚଳିକ କମିଟି । ତୁରନ୍ତ ଏହି ୟୁଜର୍ସ ଫିକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରି ସିପିଏମ୍ ପକ୍ଷରୁ ମଙ୍ଗଳବାର ଦିନ ଜଳେଶ୍ୱର ପୈାର ପରିଷଦ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା ।!-->…