ପାରାଦୀପରେ ୨୩ତମ ସର୍ବଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ଉଦଘାଟିତ

ପାରାଦୀପ : ପାରାଦୀପ ବନ୍ଦର ପ୍ରାଧିକରଣ ଓ ବୃହତ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡ ମିଳିତ ଆନୁକୂଲ୍ୟରେ ୨୩ ତମ ସର୍ବ ଭାରତୀୟ ବୃହତ ବନ୍ଦର ସାଂସ୍କୃତିକ ପ୍ରତିଯୋଗିତା ପାରାଦୀପ ବନ୍ଦରର ଜୟଦେବ ସଦନ ପରିସରରେ ଗୁରୁବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ପାରାଦୀପ ବନ୍ଦର ଅଧ୍ୟକ୍ଷ

ଧାମରା ପୋର୍ଟରେ ‘ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ’ ପାଳିତ

ଧାମରା : ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ଅବସରରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ, ଭଦ୍ରକ) ଏବଂ ଧାମରା ପୋର୍ଟର ମିଳିତ ସହଯୋଗରେ ଦୁର୍ଘଟଣା ଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଖଗେଶ୍ୱର ମୂର୍ମୁ ଏବଂ ପୋର୍ଟର

ଷ୍ଟେଟ ବ୍ୟାଙ୍କ ଦ୍ଵାରା ଡଃ ଆମ୍ବେଦକରଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର : ଷ୍ଟେଟ ବ୍ୟାଙ୍କ ଅନୁସୂଚିତ ଜାତି ଓ ଜନଜାତି କର୍ମଚାରୀ କଲ୍ୟାଣ ପରିଷଦ ଦ୍ଵାରା ଭାରତରତ୍ନ ଡଃ ଭୀମ ରାଓ ଆମ୍ବେଦକରଙ୍କର ୬୭ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହା ଉପଲକ୍ଷେ ପରିଷଦର ସଭାଧ୍ୟକ୍ଷ ଶ୍ରୀ ସୌରଭ ରଞ୍ଜନ ଦାସଙ୍କ ସଭାପତିତ୍ଵରେ ଆୟୋଜିତ ସଭାରେ ଷ୍ଟେଟ ବ୍ୟାଙ୍କ

ଜିଲ୍ଲା ଟାସ୍କ ଫୋର୍ସ କମିଟିର ଚଢାଉ ୪ ଜଣ ଶିଶୁ ଶ୍ରମିକ ଉଦ୍ଧାର

କାଲିମେଳା : ଜିଲ୍ଲା ଟାସ୍କ ଫୋର୍ସ କମିଟି କାଲିମେଳା ବ୍ଲକର ବିଭିନ୍ନ ସଂସ୍ଥାରେ ଅଚାନକ ଚଢ଼ାଉ କରି ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିଛନ୍ତି। ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏକ ଟାସ୍କ ଫୋର୍ସ କମିଟି

ପାରାଦୀପ ମହାବିଦ୍ୟାଳୟରେ ଯୋଗ ଶିବିର

ପାରାଦୀପ : ଓଡିଶା ସରକାରଙ୍କ 'ମୋ ଓଡିଶା ଯୁବ ଓଡିଶା' ଦ୍ୱାରା ପ୍ରାୟୋଜିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପାରାଦୀପ ମହାବିଦ୍ୟାଳୟ ଦ୍ୱାରା  ଏକ ଯୋଗ ଶିବିର କାର୍ଯ୍ୟକ୍ରମ ଗୁରୁବାର ଦିନ ଆୟୋଜିତ ହୋଇଯାଇଛି l ପାରାଦୀପ ମହାବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟା ତଥା ପୂର୍ବତନ

ସର୍ବଭାରତୀୟ ଭାରୋତ୍ତୋଲନରେ ବ୍ରୋଞ୍ଜ ପଦକ ପାଇଲେ ବୁଗୁଡା ବ୍ଳକର ଛାତ୍ରୀ ସନ୍ଧ୍ୟାରାଣୀ ନାୟକ

ବ୍ରହ୍ମପୁର : ସର୍ବ ଭାରତୀୟ ଭାରୋତ୍ତୋଲନ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଛାତ୍ରୀ ସନ୍ଧ୍ୟାରାଣୀ ନାୟକ ବ୍ରୋଞ୍ଜ ପଦକ ପାଇ କଲେଜ,ବ୍ଲକ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିପାରିଥିବାରୁ ଅଞ୍ଚଳରେ ଆନନ୍ଦର ଲହରୀ

ନିର୍ବାଚନ ପୂର୍ବବର୍ତ୍ତି ଭୋଟର ତାଲିକା ସମ୍ପୂର୍ଣ୍ଣ ସଂଶୋଧିତ ହୋଇ ପ୍ରକାଶନ ହେଉ : ଜିଲ୍ଲାପାଳ

ବ୍ରହ୍ମପୁର : ସାଧାରଣ ନିର୍ବାଚନ-୨୦୨୪ ପୂର୍ବରୁ ଶେଷଥର ପାଇଁ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଗଞ୍ଜାମ ଜିଲ୍ଲାରେ ଚାଲିଛି । ରାଜ୍ଯରେ ନିର୍ବାଚନ ଅନୁଷ୍ଠିତ ହେବ । ଏଣୁ ଭୋଟରତାଲିକା ସଂଶୋଧିତ ହୋଇ ଏଥିରେ ଅଧିକ ଭୋଟଦାତାମାନଙ୍କ ନାମ ଯେପରି ରହିବ ଏବଂ ପ୍ରକାଶିତ ତାଲିକାଟି ଯେପରି

ପାରାଦୀପ ବନ୍ଦର ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ଃ.ବି.ଆର.ଆମ୍ବେଦକରଙ୍କ ୬୭ତମ ତିରୋଧାନ ଦିବସ ପାଳିତ

ପାରାଦୀପ : ପ୍ରତିବର୍ଷ ଡିସେମ୍ବର ମାସ ୬ ତାରିଖରେ ଭାରତ ବର୍ଷର ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଡ଼ଃ.ଭିମରାଓ ରାମଜୀ ଆମ୍ବେଦକର (ଡ଼ଃ.ବି.ଆର.ଆମ୍ବେଦକର) ଙ୍କ ତିରୋଧାନ ଦିବସ ପାଳନ କରାଯାଇଥାଏ l ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ପାରାଦୀପ ବନ୍ଦର ଅଫିସର୍ସ

ପୂର୍ବତଟ ରେଳପଥ ପକ୍ଷରୁ ମହାପରିନିର୍ବାଣ ଦିବସ ପାଳନ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ଭୁବନେଶ୍ୱରସ୍ଥିତ ରେଳସଦନଠାରେ ଭାରତ ରତ୍ନ ବାବା ସାହେବ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କର ମହାପରିନିର୍ବାଣ ଦିବସ ପାଳିତ ହୋଇଯାଇଅଛି | ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମାଙ୍କ ନେତୃତ୍ୱରେ ଅଧିକାରୀ ଓ କର୍ମଚାରୀମାନେ

ସହୀଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର

ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୃଷ୍ଣଚନ୍ଦ୍ରପୁର ପଂଚାୟତ ସଭା ଗୃହରେ ସହୀଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଇଂଜିନିୟର ଶ୍ୟାମସୁନ୍ଦର ସେଠୀଙ୍କ ସହଯୋଗରେ ଏକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ସେବା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ରକ୍ତଦାନ ଶିବିରରେ ଜଗତସିଂହପୁର ଉପ ଜିଲ୍ଲାପାଳ