ମୋତେ ଯେତେ ମାଠିବୁ ମାଠ୍…

ଅଭ୍ୟାସ ମଣିଷର ଦ୍ୱିତୀୟ ପ୍ରକୃତି । ଏହା ଶିମିଳିପାଳ ଜଙ୍ଗଲ ଅବସ୍ଥାକୁ ଦେଖିଲେ ଏବେ ସହଜରେ ଅନୁମାନ କରିହୁଏ । ସମସ୍ତେ ଜାଣନ୍ତି ଏବଂ ନିକଟ ଅତିିତରେ ବିଭିନ୍ନ ସମ୍ବାଦପତ୍ରରେ ଏବଂ ଟିଭିର ବିଭିନ୍ନ ଚ୍ୟାନେଲରେ ଶିମିଳିପାଳ ଜଙ୍ଗଲର ଶତାଧିକ ସ୍ଥାନ ଅଗ୍ନିକାଣ୍ଡ ଦ୍ୱାରା ଆକ୍ରାନ୍ତ ହୋଇଥିଲା

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ

ନବରଙ୍ଗପୁର: ନବରଙ୍ଗପୁର ସହରର ମୁଖ୍ୟ ରାସ୍ତାରେ ଥିବା ବହୁ ପୂରାତନ ତିନି ମହଲା ବିଶିଷ୍ଟ ପାରସନାଥ ଏମ୍ପୋରିୟମ ନାମ ଏଲ ଲୁଗା ଦୋକାନରେ ମଙ୍ଗଳବାର ସନ୍ଧ୍ୟାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଖବର ପାଇ ପ୍ରଥମେ ନବରଙ୍ଗପୁର ଅଗ୍ନିଶମ ବିଭାଗ ର ୩ଟି ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଝି

ପ୍ରଧାନମନ୍ତ୍ରୀ ଆବାସରେ ବିଜୁ ପକ୍କାଘର ଲୋଗୋ ମନା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହୋଇଥିବା ଘରେ ବିଜୁ ପକ୍କାଘର ଲୋଗୋ ନ ଲଗାଇବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ଚିଠି ଲେଖି ନିଦେ୍ର୍ଧଶ ଦେଇଛନ୍ତି । ଗତ ୩୦ରେ କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗ ପ୍ରମୁଖ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି

ରାଜ୍ୟରେ ଅଗ୍ନିବର୍ଷା

ଭୁବନେଶ୍ୱର: ପଶ୍ଚିମ ପବନ ପ୍ରବାହିତ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝାଞ୍ଜି ପ୍ରବାହ ସାଙ୍ଗକୁ ଅସହ୍ୟ ରୌଦ୍ରତାପ ଏବଂ ଗୁଳୁଗୁଳି ଯୋଗୁଁ ଜନଜୀବନ ଠପ୍ ହୋଇଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ନାହିଁ ବୋଲି ସ୍ଥାନୀୟ ପାରିପାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି ।

ବାଲିକୁଦାରେ ବ୍ରାଉନସୁଗର ଜବତ୍

ବାଲିକୁଦା: ବ୍ରାଉନ ସୁଗାର ବେପାରୀକୁ କାବୁ କରିଥିଲେ ଯୁବ ଗୋଷ୍ଠୀ । ପୁଲିସକୁ ଖବର ଦେଲେ, ମାତ୍ର ପୁଲିସ ଆସିବାରେ ବିଳମଦବ କଲାା ଏହାରି ଭିତରେ ବ୍ରାଉନ ସୁଗାର ବେପାରୀ ଫେରାର ହୋଇଗଲା । ପୁଲିସ ସହଯୋଗ କରିବା ବଦଳରେ ଓଲଟା ପୁଲିସିଆ କଣ୍ଠରେ କିଛି ପ୍ରଶ୍ନ ପଚାରି ଯୁବକ ମାନଙ୍କୁ ଭୟଭୀତ

ପ୍ରୟାଗରାଜରୁ ଭୁବନେଶ୍ୱରକୁ ଉଡିଲା ବିମାନ

ନୂଆଦିଲ୍ଲୀ: ଦେଶରେ ଗତ ୩ଦିନ ମଧ୍ୟରେ ଉଡାନ୍ ଯୋଜନାରେ ୨୨ଟି ନୂତନ ମାର୍ଗରେ ବିମାନ ସେବାର ଶୁଭାରମ୍ଭ କରାଯାଇଛି । ଏଥିରେ ଉତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ମଧ୍ୟ ବିମାନ ସେବା ରହିଛି । ସେହିପରି ଉତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି

ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ମୁଖ୍ୟଅତିଥି

ଭୁବନେଶ୍ୱର : ଆସନ୍ତା ୨ତାରିଖ ଦିନ ଅନୁଷ୍ଠିତ ହେଉଥିବା ଉତ୍କଳ ବିଶ୍ୱବିଦ୍ୟାଳୟର ୫୦ତମ ସମାବର୍ତନ ଉତ୍ସବରେ ଉପରାଷ୍ଟ୍ରପତି ଶ୍ରୀ ଭେଙ୍କିୟାନାଇଡୁ ମୁଖ୍ୟ ଅତିଥି ହେବେ । ଏହି ଉତ୍ସବରେ ରାଜ୍ୟ ପାଳ ତଥା କୂଳାଧିପତି ପ୍ରଫେଶର ଗଣେଶୀଲାଲ୍ ଅଧ୍ୟକ୍ଷତା କରିବେ ଏବଂ ରାଜ୍ୟ

ଓଡିଶାକୁ ୭୮୫କୋଟି ଟଙ୍କାର ଜିଏସଟି କ୍ଷତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ଦ୍ରବ୍ୟ ଓ ସେବା କର -ଜିଏସଟି କ୍ଷତିପୂରଣ ବାବଦକୁ ୩୦ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତ ୨୭ ମାର୍ଚ୍ଚରେ ଏହି କ୍ଷତିପୂରଣ ବାବଦକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଅର୍ଥ ଦିଆଯାଇଥିବା ଅର୍ଥ ମନ୍ତ୍ରାଳୟ ସୂଚନା ଦେଇଛି

ବାଣିଜ୍ୟିକ କାରବାର ଆରମ୍ଭ କରିବା ପାଇଁ ପାକ୍‌ ସରକାରଙ୍କ ସବୁଜ ସଙ୍କେତ

ଇସଲାମାବାଦ: ଦୁଇବର୍ଷ ଧରି ଭାରତ ସହିତ ବାଣିଜ୍ୟିକ କାରବାର ଠପ୍‌ ରହିବା ପରେ ପାକିସ୍ତାନ ଅକଳରେ ପଡ଼ିଛି। ଦେଶରେ ଖାଉଟି ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି। ଏଭଳି ସ୍ଥିତିରେ ପାକିସ୍ତାନ ସରକାର ଭାରତ ସହିତ ପୁଣି ଥରେ ବାଣିଜ୍ୟିକ ସମ୍ପର୍କ ଆରମ୍ଭ କରିବା ଲାଗି ପଦକ୍ଷେପ ନେଇଛି। ଭାରତ

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଚାକୁଣ୍ଡାପାଳ ମୁଣ୍ଡାସାହି ନିକଟରେ ଥିବା ଆକାଶିଆ ଗଛରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ନାବାଳିକା ପୁରୁଣିଆ ଗାଁର ବିଳାସିନୀ ମୁଣ୍ଡା ବୋଲି ଜଣାପଡିଛି। ସେ ନିଜ ମାମୁଁ ଘର ଚାକୁଣ୍ଡାପାଳରେ ରହି ପାଠ ପଢୁଥିଲେ। ଆଜି ସକାଳୁ