୨୪ ଘଣ୍ଟାରେ ୪୬,୯୫୧ ନୂଆ ପଜିଟିଭ
ନୂଆଦିଲ୍ଲୀ : ଦେଶରେ ଲଗାତାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ୨୪ ଘଣ୍ଟାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାରରୁ ବୃଦ୍ଧି ହୋଇଥିବା ସହ ୪୬,୯୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ ସଂଖ୍ୟା ୧,୧୬,୪୬,୦୮୧କୁ ବୃଦ୍ଧି ପାଇଛି। ୨୧,୧୮୦ ଆକ୍ରାନ୍ତ ସୁସ୍ଥ!-->…