ଦେଶ ଲଦାଖରେ ଭୂକମ୍ପ ଝଟକା Nyayabati Live Mar 23, 2021 0 ଜମ୍ମୁ – ଲଦାଖରେ ମଙ୍ଗଳବାର ଭୂକମ୍ପର ଝଟକା ଅନୁଭବ ହୋଇଥିବା ନେଇ ଖବର ମିଳିଛି। ଏନସିଏସ ସୂଚନା ଅନୁଯାୟୀ ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୩.୦ ରେକର୍ଡ କରାଯାଇଛି। ଏଯାଏଁ କୌଣସି ଧନଜୀବନ କ୍ଷତି ହୋଇନଥିବା ନେଇ ସୂଚନା ମିଳିଛି।
ଦେଶ ବସ୍ ଧକ୍କାରେ ୧୨ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୧୩ ମୃତ Nyayabati Live Mar 23, 2021 0 ଭୋପାଳ: ମଧ୍ୟପ୍ରଦେଶର ଗ୍ବାଲିୟରରେ ମଙ୍ଗଳବାର ସକାଳେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ ବସ୍ ଧକ୍କାରେ ଗୋଟିଏ ଯାତ୍ରୀବାହୀ ଅଟୋ ଚୂରମାର୍ ହୋଇଯିବା ସହିତ ୧୨ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ବାନ ଗଭୀର!-->…
ପ୍ରମୁଖ ଖବର ରାଜ୍ୟରେ ଆଉ ୧୧୩ କରୋନା ପଜିଟିଭ ଚିହ୍ନଟ Nyayabati Live Mar 23, 2021 0 ଭୁବନେଶ୍ୱର : ରାଜ୍ୟରେ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଛି। ୨୪ ଘଣ୍ଟାରେ ଆଉ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୬୭, ସ୍ଥାନୀୟ ୪୬ । ମୋଟ ପଜିଟିଭ ସଂଖ୍ୟା ୩,୩୯,୦୭୬ରେ ପହଞ୍ଚିଛି। ୩,୩୬,୨୦୬ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୯୮ ସକ୍ରିୟ!-->…
ରାଜ୍ୟ ସୁରଟ୍ ଓ ମୁମ୍ବାଇ ଫେରନ୍ତାଙ୍କ ପାଇଁ ସଂଗରୋଧ ବାଧ୍ୟତାମୂଳକ Nyayabati Live Mar 22, 2021 0 ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଆଜି ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସୁରତ ଓ ମୁମ୍ବାଇରୁ ଫେରୁଥିବା ଲୋକମାନଙ୍କୁ ୭ ଦିନ ହୋମ କ୍ୱାରେଂଟାଇନ୍ରେ ରହିବା ବାଧ୍ୟତାମୂଳକ କରିଛି । କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଆଜି ଏହି!-->…
ରାଜ୍ୟ ପୁଣି ଫେରିଲା ତାତି Nyayabati Live Mar 22, 2021 0 ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରଭାହ ସାଙ୍ଗକୁ ରୌଦ୍ରତାପ ବଢିବାରେ ଲାଗିଛି । ଆଗକୁ ଆହୁରି ଅଧିକ ବଢିବ ବୋଲି ସ୍ତାନୀୟ ପାଣିପାଗ କାର୍ଯ୍ୟାଳୟ ପୂର୍ବାହ୍ନମାନ କରିଛି । କାଳବୈଶାଖୀ ପ୍ରଭାବ ସତ୍ୱେ ରାଜ୍ୟର!-->…
ପ୍ରମୁଖ ଖବର ମାହାଙ୍ଗା ତାତି : ଚାଲିପାରିଲାନି ଗୃହ Nyayabati Live Mar 22, 2021 0 ଭୁବନେଶ୍ୱର: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବିଧାନସଭାରେ ମାହାଙ୍ଗା ଡବଲ ମର୍ଡର ଘଟଣାକୁ ନେଇ ମୁଖ୍ୟ ବିରୋଧୀ ଦଳ ବିଜେପିର ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିବା ଫଳରେ ବାଚସ୍ପତି ଶ୍ରୀ ସୁର୍ଯ୍ୟନାରାୟଣ ପାତ୍ର ଗୃହକୁ ୨ଥରରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଛନ୍ତି । ଏହା ସହିତ!-->…
ପ୍ରମୁଖ ଖବର ଜାଭିଅରରେ ୪୫ ଛାତ୍ରଛାତ୍ରୀ ଆକ୍ରାନ୍ତ Nyayabati Live Mar 22, 2021 0 ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଆଜି ରାଜ୍ୟରେ ଉପର ମୁହାଁ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ଥିବା ମ୍ୟାନେଜ୍ମେଂଟ ଶିକ୍ଷାନୁଷ୍ଠାନ ଜାଭିଅର୍ ବିଶ୍ୱବିଦ୍ୟାଳରେ ୪୫ଜଣ ଛାତ୍ରଛାତ୍ରୀ ଓ ଶିକ୍ଷକ କରୋନା ଆକ୍ରାନ୍ତ ହୋଇଛନ୍ତି । ଏସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନର!-->…
ଅପରାଧ ବରିଷ୍ଠ ସାମ୍ବାଦିକ ତଥା ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ଼ Nyayabati Live Mar 22, 2021 0 ଅଭିଯୁକ୍ତ ମାନଙ୍କୁ ଧରିବାରେ ପୋଲିସ ବିଫଳ ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ବରିଷ୍ଠ ସାମ୍ବାଦିକ ତଥା ଯୁବ ବ୍ୟବସାୟୀ ଟି ସଞ୍ଜୀବ ସୁବୁଦ୍ଧିଙ୍କ ଉପରକୁ ଗତ ଶୁକ୍ରବାର ୧୨ ତାରିଖ ରାତ୍ରି ପ୍ରାୟ ୯ଟା ୩୦ ମିନିଟ ରେ ସ୍ଥାନୀୟ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରେ ତିନିଜଣ!-->!-->!-->…
ଅପରାଧ ମଦ ପିଇବାକୁ ଟଙ୍କା ନଦେବାରୁ ହଣାଖାଇଲେ ପତ୍ନୀ ଓ ବାପା Nyayabati Live Mar 22, 2021 0 ଭଞ୍ଜନଗର: ମଦ ପିଇବାକୁ ଟଙ୍କା ମାଗି ଏଥିରେ ବିଫଳ ହେବାରୁ ରାଗରେ ଏକ ଧାରୁଆ ଅସ୍ତ୍ରରେ ନିଜ ପତ୍ନୀ ଓ ବାପାଙ୍କୁ ହାଣିବା ଭଳି ଏକ ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମରେ ଦେଖିବାକୁ ମିଳିଛି । ମିଳିଥିବା ସୁଚନା ପ୍ରକାରେ ଶିଶୁଣ୍ଡା ଗ୍ରାମର ଗୋପୀନାଥ!-->…
ଅପରାଧ ରାତି ଅଧରେ ବାଲି ଚୋରା ଚାଲାଣ Nyayabati Live Mar 22, 2021 0 ନିମାପଡା: ନିମାପଡା ବ୍ଲକ ଅଂଚଳରେ ବ୍ୟାପକ ମାତ୍ରାରେ ବାଲିମାଟି ଚୋରାଚାଲାଣ ହେଉଛି । ଏଥିପ୍ରତି ତହସିଲଦାର କିମ୍ବା କୌଣସି ରାଜସ୍ୱ ନିରୀକ୍ଷକ ଦୃଷ୍ଟି ନଦେବାରୁ ସରକାରଙ୍କର କୋଟି କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଣ୍ଠନ ହେଉଛି । କେଉଁ କାରଣରୁ ରାଜସ୍ୱ ବିଭାଗ ଏହି ଘଟଣା ଉପରେ ରୋକ!-->…