ରାଜ୍ୟପାଳଙ୍କୁ ଭେଟିଲା ବିଜେପି

ମୁମ୍ବଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭୀସଙ୍କ ନେତୃତ୍ଵରେ ବିଜେପିର ଏକ ଟିମ ବୁଧବାର ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଛି। ନେତାମାନେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ଭେଟିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ

ପଶ୍ଚିମବଙ୍ଗ ଓ ଆସାମରେ ପ୍ରଚାର କରିବେ ମୋଦୀ

ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଜୋରଦାର ପ୍ରଚାର କରାଯାଉଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ତରଫରୁ ବୁଧବାର ପଶ୍ଚିମବଙ୍ଗ ଏବଂ ଆସାମରେ ପ୍ରଚାର କରିବେ। ଉଭୟ ରାଜ୍ୟରେ ମୋଦୀ ଦଳୀୟ ରାଲିରେ

ରାଜ୍ୟରେ୧୭୦ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ୧୭୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୯୯, ସ୍ଥାନୀୟ ୭୧। ମୋଟ ପଜିଟିଭ ୩,୩୯,୨୪୬କୁ ବୃଦ୍ଧି ପାଇଛି। ୩,୩୬,୨୬୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୦୮ ସକ୍ରିୟ ଆକ୍ରାନ୍ତ

ହାତୀ ଆକ୍ରମଣରେ ୨ ଶ୍ରମିକ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ବଲାରଙ୍ଗା କୁଡେରନିଶା ଗାଁରେ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେମାନେ ଶ୍ରମିକ ବୋଲି ଜଣାପଡିଛି।

ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୪୭,୨୬୨ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଚିନ୍ତା ବଢାଉଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୪୭,୨୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୭,୩୪,୦୫୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୨୭୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୬୦,୪୪୧ରେ

ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲାନି ଟିକଟ

କଲକାତା: ସ୍ବତନ୍ତ୍ର ଭାବେ ଦଳରେ ମିଶିଲେ ଏବଂ ପଶ୍ଚିମବଙ୍ଗ ମତଦାତା ତାଲିକାରେ ନିଜର ନାମ ପଞ୍ଜୀକରଣ କଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ନିଜକୁ ‘କୋବ୍ରା’ ବୋଲି ଦର୍ଶାଇ ‘ଥରେ ଦଂଶନ କଲେ ବ୍ୟକ୍ତି ଫଟୋ ହୋଇଯିବ’ ବୋଲି ବାହୁସ୍ଫୋଟ ମାରିଲେ। ଏହା ସତ୍ତ୍ବେ ତାଙ୍କୁ

ପୁଣି ଶିମିଳିପାଳରେ ନିଆଁ

କରଞ୍ଜିଆ: ଏସିଆ ମହାଦେଶର ସର୍ବବୃହତ ଅଭୟାରଣ୍ୟ ଭାବେ ପରିଚିତ ଶିମିଳିପାଳ ଜଙ୍ଗଲରେ ମାତ୍ର ଅଳ୍ପଦିନ ତଳେ ଶତାଧିକ ସ୍ଥାନରେ ନିଆଁ ଲାଗି ଏକର ଏକର ଜଙ୍ଗଲ ନଷ୍ଟ ହୋଇଥିବା ବେଳେ ପୁଣି ନିଆଁ ଲାଗିଥିବା ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ୨୨ଟି ସ୍ଥାନରେ ଏହି ଅଗ୍ନିକାଣ୍ଡ ଘଟଣା ଘଟିଥିବା

ଭିମ୍ସାରେ ରାଗିଂ କରିଥିବା ୧୮ଛାତ୍ରଙ୍କୁ ୫୪ ହଜାର ଟଙ୍କା ଜରିମାନା

ସମ୍ବଲପୁର: ଭିମ୍ସାରେ ପୁଣି ରାଗିଂ ଅଭିଯୋଗ । ଗୋଟିଏ ବର୍ଷରେ ଆସିଲେଣି ୪ଟି ଅଭିଯୋଗ । କାର୍ଯ୍ୟାନୁଷ୍ଠିନ ହେଉ ନଥିବାବେଳେ ଆଜି ନେସ୍ନାଲ ଆଂଟି ରାଗିଂ ସେଲ୍ରେ ପୁଣି ଗୋଟିଏ ନୂଆ ଅଭିଯୋଗ ଆସିଛି । ନିର୍ଯ୍ୟାତନାର ଶିକାର ହୋଇଥିବା କନିଷ୍ଠ ଛାତ୍ରମାନେ ସୋମବାର ଦିନ ନେସ୍ନାଲ୍ ଆଂଟି ରାଗିଂ

ମଙ୍ଗଳ ଗ୍ରହରେ ଜମି କିଣିଲେ ଓଡିଆ

ପଟ୍ଟାମୁଣ୍ଡାଇ: ଜଣେ ଓଡିଆ ମଙ୍ଗଳ ଗ୍ରହରେ ୧ ଏକର ଜମି କିଣିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ବ୍ଲକ ସ୍ଥିତ କୁମଣି ଗ୍ରାମର ଅଭୟକୁମାର ସେନାପତି ଏହି ଜମି କିଣି ଝିଅର ଜନ୍ମଦିନରେ ତାକୁ ଉପହାର ଦେଇଥିବା କହିଛନ୍ତି । ୧୦ ହଜାର

ମେ’ ୨୩ରେ ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆଶଙ୍କା ମଧ୍ୟରେ ଆଜି ଓଡିଶା ସିଭିଲ୍ ସର୍ଭିସେସ୍ (ପ୍ରିଲିମିନାରୀ) ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଓଡିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ଓଏଏସ୍ ପ୍ରିଲିମିନାରୀ ପରୀକ୍ଷା ମେ’ ୨୩ ତାରିଖ ରବିବାର ୫ଟି