ସରକାରୀ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସରକାରଙ୍କ ଭେଟି
ଭୁବନେଶ୍ୱର: ଆଜି ମହାତ୍ମାଗାନ୍ଧୀଙ୍କ ଓଡିଶାକୁ ପ୍ରଥମଥର ଆଗମନର ୧୦୦ ବର୍ଷ ପୂର୍ତି ପାଳନ କରାଯାଇଛି । ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଆଜି ଗୃହର ଭିତରେ ଓ ବାହାରେ ଏହା ପାଳନ କରାଯିବା ସହିତ କଟକରେ ପଦଯାତ୍ରା କରାଯାଇଥିଲା । ବିଭିନ୍ନସ୍ଥାନରେ ଏଥିନେଇ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ!-->…