ମାସ୍କ, ସାମାଜିକ ଦୂରତା ଯାଞ୍ଚ ହେବ କଡାକଡି
ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆସନ୍ତା ଠାରୁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ ପୋଲିସ୍ ମାସ୍କ ପରିଧାନ ଓ ସାମାଜିକ ଦୂରତା ରକ୍ଷା କଡାକଡି ଯାଞ୍ଚ କରିବେ । ତେବେ ଅମାନିଆଙ୍କ ଠାରୁ ପୋଲିସ୍ ଜୋରିମାନା ଆଦାୟ କରିବେ ବୋଲି!-->…