ବୋଲେରୋ –ଟ୍ରକ ଧକ୍କା ; ୮ ଗୁରୁତର
ସୋନପୁର : ବଲାଙ୍ଗୀର – ସୋନପୁର ରାସ୍ତାର ବଡଝିଙ୍କି ନିକଟରେ ଆଜି ଭୋର ସମୟରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳିଛି। ଏକ ବୋଲେରୋ , ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ସୋନପୁର ଡ଼ାକ୍ତରଖାନାରେ ଭର୍ତ୍ତି!-->…