ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲରେ ହେବ ସ୍ମାର୍ଟ କ୍ଲାସ୍ରୁମ
ଭୁବନେଶ୍ବର: ବଲାଙ୍ଗିର ସରକାରୀ ଗାର୍ଲସ ହାଇସ୍କୁଲରେ ଖୁବଶୀଘ୍ର ସ୍ମାର୍ଟ କ୍ଲାସରୁମ୍ ସୁବିଧା ଉପଲବ୍ଧ କରାଯିବ ବୋଲି ଓଡ଼ିଶା ପର୍ୟ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଆଜି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଶ୍ରୀମୟୀ ମିଶ୍ର ପିଲାଦିନେ!-->…