୧୫ ପେଟି ମଦ ଜବତ, ବୋଲେରୋ ଓ ଇଣ୍ଡିକା ଜବତ
ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ବୋରିକିନା ପଞ୍ଚାୟତ ଓଳାଷ (ଗÿଙ୍ଗାଧରପୁର) ଗାଁରୁ ୧୫ ପେଟି ବିଦେଶୀ ମଦ ସହିତ ଦୁଇଟି ଚାରି ଚକିଆ ଯାନକୁ ଜବତ କରିଛି ବାଲିକୁଦା ପୁଲିସ । ମଦ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀ୰ଙ୍କର ଏହି ଦୁଇଟି ଗାଡ଼ି ବୋଲି ଜାଣିବାକୁ ମିଳିଥିବା ବେଳେ ଗାଡ଼ି!-->…