ଭାରତରେ ୨୪ ଘଣ୍ଟା ମଧ୍ୟରେ ୫୬ ହଜାର ନୂଆ ସଂକ୍ରମଣ
ନୂଆଦିଲ୍ଲୀ: ଭାରତରେ ଗୋଟିଏ ଦିନରେ ୫୬ ହଜାରରୁ ଅଧିକ ନୂତନ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି | ତେବେ ସୋମବାର ରିପୋର୍ଟ ହୋଇଥିବା ତୁଳନାରେ ଏହା ୧୭ ପ୍ରତିଶତ କମ୍ ରହିଛି । ସେହିପରି ଦିନକ ମଧ୍ୟରେ ୨୭୧ ଜଣ ଲୋକଙ୍କର କରୋନା ଯୋଗୁଁ ମୃତ୍ୟୁ ଘଟିଛି | ଏହା ସହିତ ସଂକ୍ରମିତଙ୍କ ସଂଖ୍ୟା!-->…