ରୁଦ୍ର ମହାରଥୀ ବିଜେଡି ପ୍ରାର୍ଥୀ
ଭୁବନେଶ୍ୱର :ପିପିଲି ବିଧାନସଭା ଆସନ ଉପନିର୍ବାଚନ ପାଇଁ ପରଲୋକଗତ ବିଧାୟକ ସ୍ୱର୍ଗତଃ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ହେବେ । ଆଜି ମୁଖ୍ୟମନ୍ତ୍ରୀ ତଥା ଦଳର ସୁପି୍ରମୋ ଶ୍ରୀ ନବୀନ ପଟ୍ଟନାୟକ ପିପିଲି ପାଇଁ ଶ୍ରୀ ମହାରଥୀଙ୍କ ନାମ ଘୋଷଣା କରିଛନ୍ତି ।!-->…