କଟକ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ

କଟକ: କଟକ ଲିଙ୍କ‌ରୋଡ଼ ସ୍ଥିତ ଘରୋଇ କଲେଜରେ ବୁଧବାର ୧୨ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ କଲେଜରୁ ପୁଣି ୧୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୁରୁବାର ୭୧ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା । ସେଥିରୁ ୧୩ ଜଣଙ୍କ ରିପୋର୍ଟ

ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର : ରାଜଧାନୀର ଟଙ୍କପାଣି ରୋଡରେ ଶୁକ୍ରବାର ଏକ ଅଘଟଣ ଘଟିଛି। ସ୍ୱେରେଜ କାମ ବେଳେ ଶ୍ୱାସରୁଦ୍ଧ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଛି। କାମ ବେଳେ ଶ୍ୱାସ ରୁଦ୍ଧ ହୋଇଯିବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ

୪ର୍ଥ ଟି୨୦- ଭାରତର ପ୍ରଭାବଶାଳୀ ପ୍ରଦର୍ଶନ

ଅହମ୍ମଦାବାଦ: ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବଶାଳୀ ପ୍ରଦର୍ଶନ କରି ୪ର୍ଥ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଏହି କର ବା ମର ମ୍ୟାଚ୍‌ରେ ମାତ୍ର ୮ ରନ୍‌ରେ ଇଂଲଣ୍ଡକୁ ଭାରତ ପରାସ୍ତ କରିଛି। ଫଳରେ ସିରିଜ୍ ପରାଜୟରୁ ବର୍ତ୍ତିବା ସହ ଭାରତ ସିରିଜ୍‌କୁ ୨-୨ ସ୍ଥିତିକୁ ଆଣିପାରିଛି।

ରାଜ୍ୟରେ ପୁଣି ବୃଦ୍ଧି ପାଉଛି କରୋନା ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଉଛି। ଦିନକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିଛି। ଆଉ ୧୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି।ସଙ୍ଗରୋଧରୁ ୬୪, ସ୍ଥାନୀୟ ୪୬। ମୋଟ ପଜିଟିଭ ସଂଖ୍ୟା ୩,୩୮,୫୯୯କୁ ବୃଦ୍ଧି ପାଇଛି। ୩,୩୫,୯୨୩ ସୁସ୍ଥ ହୋଇ ଘରକୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୩ ମୃତ

ନୟାଗଡ : ନୟାଗଡ ଜିଲା ଶରଣକୁଳ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୨ବାଇକ ମଧ୍ୟରେ ମୁହାମୁହିଁ ଧକ୍କା ହୋଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଓ ଗୁରୁତରଙ୍କ ପରିଚୟ ଅସ୍ପଷ୍ଟ ରହିଛି।

ରାଜ୍ୟରେ ୧୦୮୨ଟି ସ୍ଥାନରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଜଙ୍ଗଲ ଜଳିବା ଘଟଣା ହ୍ରାସ ପାଇଛି । ଗତକାଲି ରାଜଧାନୀ ଉପକଣ୍ଠ ଚନ୍ଦକା-ଡମପଡା ଜଙ୍ଗଲ ନିକଟ ପାହାଡରେ ଲାଗିଥିବା ନିଆଁକୁ ପ୍ରଶମିତ କରାଯାଇଛି । ଆଜି ମଧ୍ୟ ରାଜ୍ୟର କେତେକ ସ୍ଥାନରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ଆୟତାଧୀନ ରହିଥିବା ନେଇ ଟାସ୍କଫୋର୍ସ

ଲେଉଟୁଛି କରୋନା…

ଦେଶରେ ଏବେ ସର୍ବତ୍ର ଗୋଟିଏ ବିଷୟ ଉପରେ ଚର୍ଚ୍ଚା ଚାଲିଛି । ତା’ ହେଲା, କରୋନା ମହାମାରୀ ପୂର୍ନବାର ଫେରୁଛି । ଏପରିକି ଏଥିନେଇ ବୁଧବାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ଜରିଆରେ ଆଲୋଚନା କରିଛନ୍ତି । ସବୁ ରାଜ୍ୟ ଓ କେନ୍ଦ୍ର

କୋଭିଡ କଟକଣା ମଧ୍ୟରେ ପିପିଲି ନିର୍ବାଚନ

ଭୁବନେଶ୍ୱର: କୋଭିଡ-୧୯ କଟକଣା ମଧ୍ୟରେ ପିପିଲି ବିଧାନସଭା ଆସନରେ ଉପନିର୍ବାଚନ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଶୁଶୀଲ କୁମାର ଲେହାନୀ କହିଛନ୍ତି । ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, କୋଭିଡ୍ ଗାଇଡ୍ଲାଇନ୍ ମାନି ଭୋଟ୍ ଗ୍ରହଣ

ବନ୍ଧୁକ ଦେଖାଇ ଲୁଟିଲେ ୨୧ଲକ୍ଷ

ସୋନପୁର: ସୁବର୍ଣ୍ଣପୁର ବାଘାଲାପୁର ଛକ ନିକଟରେ ଆଜି ବନ୍ଧୁକ ଦେଖାଇ ଦୁର୍ବୃତ ୨୧ ଲକ୍ଷ ଟଙ୍କା ଲୁୁଟି ନେଇଛନ୍ତି । ଏଟିଏମ୍ରେ ଟଙ୍କା ଭରିବାକୁ ଯିବା ବେଳେ ଲୁଟି ନେଲେ ଲୁଟେରା । ୩ ବାଇକ୍ରେ ଆସିଥିବା ୬ଜଣ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟା୍ଙ୍କ ଅଫ୍

ପଞ୍ଚମ ଦିନ ବି ଗୃହ ଅଚଳ କଲେ

ଭୁବନେଶ୍ୱର: ଧାନକିଣାରେ ଅବବ୍ୟସ୍ଥା ଏବଂ ବିଧାୟକଙ୍କ କ୍ଷମା ଦାବି କରି ଆଜି କ୍ରମାଗତ ପଞ୍ଚମ ଦିନପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବିଧାନସଭାକୁ ଅଚଳ କରିଦେଇଛନ୍ତି । ଫଳରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ୨ଥରରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ