ଚା’ ଦୋକାନରୁ ୨୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

କଟକ : କଟକ ଜିଲା ଜଗତପୁରରେ ଏକ ଚା’ ଦୋକାନରୁ ମଙ୍ଗଳବାର ବ୍ରାଉନସୁଗାର ଜବତ ହୋଇଥିବା ନେଇ ଖବର ମିଳିଛି। ଜଗତପୁରରେ ଥିବା ଚା’ ଦୋକାନରୁ ପ୍ରାୟ ୨୭୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୨୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି। ଏହାସହ ସମ୍ପୃକ୍ତ

ବୁମ୍‌ରା-ସଞ୍ଜନା ବିବାହ ବନ୍ଧନରେ ଆବଦ୍ଧ

ପାଣାଜୀ : ଭାରତୀୟ କ୍ରିକେଟ୍‌ ଦଳର ନାମୀ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦେଶର ନାମୀ କ୍ରୀଡ଼ା ଉପସ୍ଥାପିକା (ଆଙ୍କର) ସଞ୍ଜନା ଗଣେଶନ୍‌ଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଉଭୟ ବୁମ୍‌ରା ଓ ସଞ୍ଜନାଙ୍କ ମଧ୍ୟରେ ଗତ କିଛିବର୍ଷ ହେଲା

୩ୟ ଟି-୨୦ ଆଜି

ଅହମ୍ମଦାବାଦ : ବିଶ୍ବରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଦୁଇ ଶ୍ରେଷ୍ଠ ଦଳ ଭାରତ ଓ ଇଂଲଣ୍ଡ ୫ ଦିନ ମଧ୍ୟରେ ୩ୟ ଥର ପାଇଁ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏବେ ସୁଦ୍ଧା ଉଭୟ ଦଳ ୨ଟି ମୁକାବିଲା ଖେଳିଥିଲେ ହେଁ କେଉଁ ଦଳ ଶକ୍ତିଶାଳୀ; ତ’ର ଆକଳନ କଷ୍ଟକର। ପ୍ରଥମ ଟ୍ବେଣ୍ଟି୨୦କୁ ଇଂଲଣ୍ଡ ସହଜରେ

ଦେଶରେ ୨୪,୪୯୨ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ : ଦେଶରେ ଆଜି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଛି। ଦିନକରେ ୨୪,୪୯୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୧୪,୦୯,୮୩୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୩୧ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା 

ଏଷ୍ଟ୍ରାଜେନେକା ଉପରେ କଟକଣା

ବର୍ଲିନ: ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା କୋଭିଡ ଟିକା ଯୋଗୁ ରକ୍ତ ଜମାଟ ବାନ୍ଧୁଥିବା ଭଳି ପାର୍ଶ୍ଵପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଏହା ଉପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ କଟକଣା ଲଗାଉଛନ୍ତି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଏହି ଟିକାର ବ୍ୟବହାର ଉପରେ

ଟିକା ନେବା ପରେ ବି ସଂକ୍ରମିତ ହେଲେ ଡାକ୍ତର

ହିମାଚଳ ପ୍ରଦେଶର ରାଜଧାନୀ ଶିମଲାରେ ଥିବା ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲର ଜଣେ ଡାକ୍ତର କରୋନା ଟିକାର ୨ଟି ଡୋଜ୍‌ ନେବା ପରେ ବି ପୁଣି ଥରେ ସଂକ୍ରମିତ ହୋଇଛନ୍ତି। ତାଙ୍କ ରାପିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି। ଏହା ସହିତ ତାଙ୍କ ସ୍ତ୍ରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି।

ରାଜ୍ୟରୁ ୬୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ରେ ସୀମିତ ରହିଛି। ୨୪ ଘଣ୍ଟାରେ ୬୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୭ , ସ୍ଥାନୀୟ ୨୮। ମୋଟ ପଜିଟିଭ ସଂଖ୍ୟା ୩,୩୮,୩୨୩କୁ ବୃଦ୍ଧି ପାଇଛି । ୩,୩୫,୭୩୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୨

ରାଜ୍ୟରେ କରୋନା ଆକ୍ରାନ୍ତ ପିଛା ବ୍ୟୟ୧୬,୨୭୯ ଟଙ୍କା

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ମୁକାବିଲା ଲାଗି ଘରୋଇ ହସ୍ପିଟାଲ୍ ଗୁଡିକରେ ଚିକିତ୍ସା ବାବଦରେ ୪୭୯ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ବିଧାନସଭାରେ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ମହମ୍ମଦ ମୋକୀଙ୍କ ଏକ ଲିଖିତ ପ୍ରଶ୍ନର

ରୋମିଓ, ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ଜାରି କଲା ହ୍ୱାଟ୍ସ୍ଆପ୍ ନମ୍ବର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ତଥା ଟ୍ୱିନ୍ସିଟିରେ ଅପରାଧ ଓ ଅପରାଧୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ଆଜି ହ୍ୱାଟ୍ସନମ୍ବର ଜାରୀ କରିଛି । ଲୁଟେରା ଓ ରୋମିଓଙ୍କୁ ଧରିବା ଲାଗି ପୋଲିସ୍ ୭୦୭୭୭୯୮୧୧୧ ହ୍ୱାଟ୍ସଆପ୍ ନମ୍ବର ଜାରୀ କରିଛି ।ଏହି ନମ୍ବରରେ ଅପରାଧ ସମ୍ପର୍କରେ ଜଣାଇଲେ

ଜୁୁନ୍ ପହିଲାରୁ ହଲ୍ ମାର୍କା ସୁନା ବିକ୍ରି ବାଧ୍ୟତାମୂଳକ

ଭୁବନେଶ୍ୱର: ଆସନ୍ତା ଜୁନ୍ ପହିଲାରୁ ରାଜ୍ୟରେ ହଲ୍ମାର୍କ ସୁନା ବିକ୍ରି ବାଧ୍ୟତା ମୂଳକ ହେବ ବୋଲି ଖାର୍ଦ୍ୟ, ଯୋଗାଣ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଉଭୟ ସହର ଓ ଗ୍ରାମାଞ୍ଚଳରେ ସୁନା ଦୋକାନ ପାଇଁ ଏହା ଲାଗୁ ହେବ । ଫଳରେ ଗ୍ରାହକ ଆଉ ସୁନା ଠକେଇ