ଏଷ୍ଟ୍ରାଜେନେକା ଉପରେ କଟକଣା
ବର୍ଲିନ: ଅକ୍ସଫୋର୍ଡ-ଏଷ୍ଟ୍ରାଜେନେକା କୋଭିଡ ଟିକା ଯୋଗୁ ରକ୍ତ ଜମାଟ ବାନ୍ଧୁଥିବା ଭଳି ପାର୍ଶ୍ଵପ୍ରତିକ୍ରିୟା ସାମ୍ନାକୁ ଆସିବା ପରେ ଏହା ଉପରେ ଏବେ ଗୋଟିଏ ପରେ ଗୋଟିଏ ଦେଶ କଟକଣା ଲଗାଉଛନ୍ତି। ଜର୍ମାନୀ, ଫ୍ରାନ୍ସ, ଇଟାଲୀ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଏହି ଟିକାର ବ୍ୟବହାର ଉପରେ!-->…