୭୧.୪୬୦ଲିଟର ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ

ଚିକିଟି: ଚିକିଟି ଅଞ୍ଚଳରେ ଦୀର୍ଘଦିନ ଧରି ନକଲି ବିଦେଶୀ ମଦ କାରବାର ହେଉଥିବା ଅଭିଯୋଗ ପରେ ଆଜି ଅବକାରୀ ଅଧୀକ୍ଷକ ରମେନ୍ଦ୍ର ନାୟକଙ୍କ ନିର୍ଦେଶ କ୍ରମେ ଏକ ଚଢ଼ାଉ କରି ନକଲି ବିଦେଶୀ ପ୍ରସ୍ତୁତିକେନ୍ଦ୍ର ଠାବ କରିବାରେ ସଫଳ ହୋଇଛି ଅବକାରୀ ବିଭାଗ। ଦୀର୍ଘଦିନ ପରେ ଆଜି ଅବକାରୀ ବିଭାଗର

ନାଇରାରେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା

ଗୁଣପୁର: କିଏ ହତ୍ୟାକଲା ଜଣା ପଡୁନି। କାହିଁକି ହତ୍ୟାହେଲା ସେନେଇ ମଧ୍ୟ କିଛି ସୂଚନା ମିଳୁନି। ହତ୍ୟା ଘଟାଇଥିବା ଅପରାଧିମାନେ ସାମାନ୍ୟ ଖିଅ ମଧ୍ୟ ଘଟଣା ସ୍ଥଳରେ ଛାଡି ନାହାନ୍ତି। ପୁଲିସ ଖୋଜାଖୋଜି କରିବା ବେଳେ ରକ୍ତଛଡା ଆଉ କିଛିବି ପାଇନି। ଏମିତି ଆଶ୍ଚର୍ଯ୍ୟଜନକ ଭାବେ ପଦ୍ମପୁର ବ୍ଳକ

ଠକିନେଲେ ୬୮.୪୫ ଲକ୍ଷ

ରାଜଧାନୀରେ ସାଇବର ଠକଙ୍କ ସହିତ ଚାକିରି ଓ ଫ୍ଲାଟ୍‌ ଦେବା ଲାଗି କହି ସାଧାରଣ ଲୋକଙ୍କୁ ଗତ ସପ୍ତାହକ ମଧ୍ୟରେ ୬୮.୪୫ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ୫ କୋଟି ଟଙ୍କାର ଏକ ଋଣ କରାଇ ଦେବା ଲାଗି କହି ଡୁମୁଡୁମାର ସେକ୍‌ ସହିଦ ହୁସେନ୍‌ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଚିତ୍ତରଞ୍ଜନ

ଇତିହାସ ରଚିଲେ ମିତାଲି

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ୍‌ ନୂଆ ଇତିହାସ ରଚିଛନ୍ତି। ବିଶ୍ଵର ପ୍ରଥମ ମହିଳା କ୍ରିକେଟର ଭାବେ ସେ ଦିନିକିଆରେ ୭ ହଜାର ରନ୍‌ ପୂରଣ କରିଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ମିତାଲି ଏହି

ଦେଶରେ୨୫ ହଜାର ୩୨୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା ଭୂତାଣୁ ଲେଉଟୁଛି। ଟିକାକରଣ ସତ୍ବେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ ପାଲଟିଛି। ସପ୍ତାହକ ତଳେ ଦୈନିକ ସଂକ୍ରମଣ ୧୫ ହଜାର ତଳେ ରହୁଥିବାବେଳେ ଏବେ ତାହା ୨୫ ହଜାର ଅତିକ୍ରମ କଲାଣି। ଗତ ଶନିବାର ଦେଶରେ ୨୪ ହଜାର ୮୮୨ ରୋଗୀ ଚିହ୍ନଟ

ମମତାଙ୍କ ଉପରେ ଆକ୍ରମଣ ହୋଇନି, ତାହା ଏକ ଦୁର୍ଘଟଣା ଥିଲା: ନିର୍ବାଚନ ଆୟୋଗ

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଆକ୍ରମଣ ହୋଇଥିବାର କୌଣସି ପ୍ରମାଣ ନାହିଁ ବୋଲି କହିଛନ୍ତି ନିର୍ବାଚନ ଆୟୋଗ। ଆକ୍ରମଣକୁ ନେଇ ପର୍ଯ୍ୟବେକ୍ଷକ ଏବଂ ମୁଖ୍ୟ ସଚିବଙ୍କ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ନିର୍ବାଚନ ଆୟୋଗ ପକ୍ଷରୁ ରବିବାର ବୈଠକ ବସିଥିଲା। ବୈଠକ

ସମୁଦ୍ରରେ ଭାସିଯିବା ବେଳେ ୫ ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ବେଳାଭୂମିରେ ରବିବାର ସମୁଦ୍ରସ୍ନାନ ସମୟରେ ୫ ପର୍ଯ୍ୟଟକ ଭାସିଯିବା ସମୟରେ ସେମାନଙ୍କୁ ଉଦ୍ଧାର କରାଯାଇଛି। ଏହି ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଜିଲା ଚିକିତ୍ସାଳୟକୁ ପଠାଯାଇଥିବା ସୂଚନା ମିଳିଛି। ରବିବାର ପୂର୍ବାହ୍ନରେ

ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମ ଲକ୍ଷ୍ୟ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: କରୋନା ସ୍ଥିତି ନିୟନ୍ତ୍ରଣରେ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଏ ଦିଗରେ ସରକାର ନେଇଥିବା ପଦକ୍ଷେପକୁ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ପ୍ରଶଂସା କରିଛି। ବର୍ତ୍ତମାନ ରାଜ୍ୟରେ ଦୈନିକ ସଂକ୍ରମଣ ୧୦୦ରୁ କମ୍‌ ରହୁଛି। କିନ୍ତୁ ବିପଦ ଟଳିନାହିଁ। ଶୂନ୍ୟ ସଂକ୍ରମଣ ଆମର

ବରୁଣେଇ ପାହାଡ଼ରେ ନିଆଁ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗୁଥିବା ଦେଖାଯାଇଛି। ନିକଟରେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବହୁ କଷ୍ଟରେ ଆୟତ୍ତ ହୋଇଥିବା ବେଳେ କେତେକ ସ୍ଥାନରେ ଏବେବି ନିଆଁ ଜଳୁଛି। ଏହି କ୍ରମରେ ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ରବିବାର ଦେଖିବାକୁ

ଫାଣ୍ଡି ପରିସରରେ ଥିବା ଗାଡି ଭିତରେ ମହିଳାଙ୍କ ମୃତଦେହ : ଫାଣ୍ଡି ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଫାଣ୍ଡି ପରିସରରେ ଥିବା ଏକ ଜବତ ଗାଡି ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଜଟଣୀ ଥାନା ଯାଁଳା ଫାଣ୍ଡି ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ (ଏସ୍ଆଇ)ଙ୍କୁ ନିଲମ୍ବିତ କରାଯାଇଛି । ଜବତ ଗାଡିରେ ମହିଳା ମୃତ୍ୟୁ ବରଣ କରିଥିଲେ ମଧ୍ୟ ଥାନା ଅଧିକାରୀ ଜାଣି ନ ପାରି