ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ, ଗୃହ ମୁଲତବୀ
ଭୁବନେଶ୍ଵର: ବିଧାନସଭାରେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ଏବଂ ମଣ୍ଡି ଅବ୍ୟବସ୍ଥାକୁ ନେଇ ଗୃହରେ ହଟ୍ଟଗୋଳ ସୃଷ୍ଟି ହୋଇଛି। ଏହି ଦୁଇଟି ପ୍ରସଙ୍ଗରେ ଶନିବାର ଶାସକ ଦଳର ସଦସ୍ୟ ଏବଂ ବିରୋଧୀ ଦଳର ସଦସ୍ୟମାନେ ମୁହାଁମୁହିଁ ହୋଇଛନ୍ତି। ଗୃହରେ ସଦସ୍ୟମାନେ ହୋହଲ୍ଲା କରିବାରୁ!-->…