ଶ୍ରୀମନ୍ଦିର ପାଇଁ ୨୦୨ କୋଟି ବଜେଟ୍
ପୁରୀ: ୨୦୨୧-୨୨ ଆର୍ଥôକ ବର୍ଷରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି । ଶ୍ରୀମନ୍ଦିର ଅର୍ଥ ସବକମିଟି କରିଛି । ଆଗାମୀ ରଥଯାତ୍ରା ପାଇଁ ୧୧୍େକାଟି, ସେବାୟତ କଲ୍ୟାଣ ପାଇଁ ୫ କୋଟି ଓ ସେବାୟତଙ୍କ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି ।!-->…