ନାଲ୍କୋରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ରାଷ୍ଟ୍ରର ଅଭିବୃଦ୍ଧିରେ ମହିଳାଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

ଭୁୁବନେଶ୍ୱର: ନବରତ୍ନ ରାଷ୍ଟ୍ରାୟତ ଉଦ୍ୟୋଗ ନାସ୍ନାଲ ଆଲୁମିନିୟମ କଂପାନୀ (ନାଲ୍କୋ) ପକ୍ଷରୁ ନାଲକୋ ରିସର୍ଚ ଆଣ୍ଡ ଟ୍ରେନିଂ ସେଣ୍ଟର୍ ପରିସରରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟପାଳ ପ୍ରେ‘ସର ଗଣେଶୀ ଲାଲ ଯୋଗ ଦେଇଥିଲେ ।

କଲକାତା ରେଳ ଭବନରେ ଅଗ୍ନିକାଣ୍ଡ ଘଟଣା : ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

କଲକାତା : କଲକାତାର ଷ୍ଟାଣ୍ଡ ରୋଡ ସ୍ଥିତ ରେଳ ଭବନରେ ଭୟାବହ ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ୪ଜଣ ଅଗ୍ନିଶମ କର୍ମଚାରୀ, ୨ ଜଣ ରେଳ କର୍ମଚାରୀ, ଜଣେ ଆରପିଏଫ ଯବାନ, ଜଣେ ପୁଲିସ କର୍ମଚାରୀ

ରାଜ୍ୟରେ ୫୭ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ସୀମିତ ରହିଛି। ଦିନକରେ ଆଉ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୩୪,ସ୍ଥାନୀୟ ୨୩। ମୋଟ ପଜିଟିଭ ୩,୩୭,୮୬୦ରେ ପହଞ୍ଚିଛି। ୩,୩୫,୧୬୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ସଞ୍ଜନା ଗଣେଶନଙ୍କୁ ବିବାହ କରିବେ ବୁମ୍‌ରା

ନୂଆଦିଲ୍ଲୀ: ବିଶ୍ଵର ସର୍ବଶ୍ରେଷ୍ଠ ଦ୍ରୁତ ବୋଲର ଜଶପ୍ରୀତ୍‌ ବୁମ୍‌ରାଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ବୁମ୍‌ରାଙ୍କ ବିବାହ ସମ୍ପର୍କରେ ଖବର ପ୍ରଚାରିତ ହେବା ପ​‌ରେ ପ୍ରଶଂସକମାନଙ୍କ ମନରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। ବୁମ୍‌ରାଙ୍କ ହାତ କିଏ ଧରିବେ ତାହା ଜାଣିବା

ଶାଶୁ ଘରେ ସ୍ତ୍ରୀଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ବାମୀ ଦାୟୀ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶାଶୁ ଘରେ ଜଣେ ମହିଳାଙ୍କୁ ମିଳୁଥିବା ପ୍ରତ୍ୟେକ ଆଘାତ ପାଇଁ ସ୍ବାମୀ ଦାୟୀ ରହିବେ। ସୁପ୍ରିମକୋର୍ଟ ଏକ ଘରୋଇ ହିଂସା ମାମଲାର ଶୁଣାଣି କରି ଏପରି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ସହିତ ସ୍ତ୍ରୀଙ୍କୁ ମାଡ଼ ମାରିଥିବା ଜଣେ ବ୍ୟକ୍ତିଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ

ଦେଶରେ୧୫,୩୮୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଗତକିଛି ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮ ହଜାର ଟପିଥିବା ବେଳେ ଆଜି ଏଥିରେ ହ୍ରାସ ହୋଇଥିବା ଦେଖାଯାଉଛି। ୨୪ ଘଣ୍ଟାରେ ୧୫,୩୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୨,୪୪,୭୮୬କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ

ସିଆରପିଏଫ୍’ର ଆତଙ୍କବାଦୀ ନିରୋଧୀ ୟୁନିଟରେ ମହିଳା କମାଣ୍ଡୋ

ନୂଆଦିଲ୍ଲୀ: ଆତଙ୍କବାଦ-ନିରୋଧୀ ଅଭିଯାନ ନିମନ୍ତେ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ‘ସେଂଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ’ର (ସିଆରପିଏଫ) ସବୁଠୁ ଶକ୍ତିଶାଳୀ ଆତଙ୍କବାଦୀ -ନିରୋଧୀ ୟୁନିଟ୍ ଭେରିି କୁଇକ୍ ଆକ୍ସନ୍ ଟିମ୍’ରେ (ଭେଲି କ୍ୱାଟ୍) ମହିଳା କମାଣ୍ଡୋମାନେ ଯୋଗ ଦେବେ । ତାଲିମ

ଜଙ୍ଗଲ ନିଆଁ ରୋକିବ ଟାସ୍କଫୋର୍ସ

ଭୁବନେଶ୍ୱର: ରାଜ୍ୟରେ ଗତ ୧୫ ଦିନ ଧରି ୯୧୮ଟି ଜଙ୍ଗଲ ହୁତୁ ହୁତୁ ହୋଇ ଜଳୁଛି । ପରିସ୍ଥିତି ଏକ ପ୍ରକାର ଅସମ୍ଭାଳ ହୋଇପଡିଛି । ତେବେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି । ପୂର୍ବତନ ପିସିସିଏଫ୍ ସନ୍ଦୀପ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏହି

କାର ସହ ୨୬୦କିଲୋ ଗଞ୍ଜେଇ ଜବତ, ତିନି ଗିରଫ

ନବରଙ୍ଗପୁର: ନବରଙ୍ଗପୁର ସହର ଦେଇ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ନିତିଦିନିଆ ଘଟଣା ହୋଇଗଲାଣି ।ପୋଲିସର ବାରମ୍ବାର ଧରପଗଡ ଚାଲିଥିଲାବେଳେ ଗଞ୍ଜେଇ ଚୋରାଚାଲାଣ କାରି ମା‘ିଆଙ୍କର ଡର ଭୟ ନାହିାଁ ଗତ ୧୫ଦିନ ମଧ୍ୟରେ ନବରଙ୍ଗପୁର ଚାରି ଚାରିଟି ଗଞ୍ଜେଇ ମାମଲା କରିଥିବା ବେଳେ ରବିବାର

ମାସ୍କ ନଥିବାରୁ ୩୬ ଗଣିଲେ ତଣ୍ଡ

କଟକ– କଟକରେ ଗତ ୨୪ ଘଂଟା ମଧ୍ୟରେ କୋଭିଡ୍-୧୯ ଗାଇଡ୍ଲାଇନ୍ ଉଲ୍ଲଂଘନ ଅନୁଯାୟୀ ୩୬ ଜଣଙ୍କ ଠାରୁ ମାସ୍କ ନପିନ୍ଧିବା ପାଇଁ ଜୋରିମାନା ଆଦାୟ କରାଯାଇଛି । ସେହିପରି ୧୧୪ ଜଣ ସାମାଜିକ ଦୂରତା ନରଖିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ଜୋରିମାନା ଆଦାୟ କରାଯାଇଛି ବୋଲି କଟକ ଡିସିପି ଅଫିସ୍ରୁ ଟୁଇଟ୍