ମାର୍ଚ୍ଚ ୧୫ରୁ ସୁପ୍ରିମକୋର୍ଟରେ ହାଇବ୍ରିଡ୍ ଫିଜିକାଲ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚଳିତ ମାସ ୧୫ରୁ ହାଇବ୍ରିଡ୍ ଫିଜିକାଲ ଶୁଣାଣି ଆରମ୍ଭ ହେବ। ମଙ୍ଗଳବାର, ବୁଧବାର ଏବଂ ଗୁରୁବାରକୁ ନିୟମିତ ମାମଲାର ଶେଷ ଶୁଣାଣି ହାଇବ୍ରିଡ୍ ମ୍ୟାନର୍‌ରେ ହେବ ଅର୍ଥାତ ବ୍ୟକ୍ତିଗତ ଉପସ୍ଥିତି ଏବଂ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ହିଁ ଶୁଣାଣି ହେବ। କରୋନା

ଦେଶରେ ୨୪ ଘଣ୍ଟାରେ ୧୭,୯୨୧ ନୂଆ ସଂକ୍ରମଣ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୧୭,୯୨୧ ଜଣ କୋଭିଡ୍‌-୧୯ ଆକ୍ରାନ୍ତ ଚିହ୍ନଟ ହେବା ସହ ଦେଶରେ ସମୁଦାୟ ସଂକ୍ରମଣ ସଂଖ୍ୟା ୧୧.୨୬ ନିୟୁତରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୭,୯୨୧

ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀ ମୃତ

ବ୍ରହ୍ପପୁର: ଗଞ୍ଜାମ ଜିଲ୍ଳା ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ନିକଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଟ୍ରକ୍‌ ଧକ୍କାରେ ଭାଇ-ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାମାଆ ଗୁରୁତର ଆହତ ‌ହୋଇଛନ୍ତି। ମୃତକ ଦ୍ବୟ ହେଉଛନ୍ତି ୮ ବର୍ଷୀୟ ବାଳକ ରଣବୀର ଏବଂ ତାଙ୍କର ୩ ବର୍ଷୀୟା ଭଉଣୀ

ଆଜି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌

ନୂଆଦିଲ୍ଲୀ: ଆଜି ଅପରାହ୍ଣ ୪ଟା ବେଳେ ବିଜେପି ସାଂସଦ ତୀରଥ ସିଂହ ରାଓ୍ଵତ୍‌ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୨୦୧୩ ଫେବ୍ରୁଆରି ୯ ତାରିଖରୁ ୨୦୧୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ତୀରଥସିଂହ ରାଓ୍ଵାତ୍‌ ଉତ୍ତରାଖଣ୍ଡ ‘ବିଜେପି’ର ମୁଖ୍ୟ ଥିଲେ। ଏହା ବ୍ୟତିରେକେ,

ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ଅନେକ ବାଦବିବାଦ ଓ ଆଶା ଆଶଙ୍କା ମଧ୍ୟ ଦେଇ ଗତି କରିଥିବା ୧୯୨୫ କୋଟି ୬୩ ଲକ୍ଷ ଟଙ୍କାର ଲୋୟର ଇନ୍ଦ୍ର ପ୍ରକଳ୍ପ ପାଇଁ ଜିଲ୍ଲାବାସୀ ୨୦ ବର୍ଷ

ରାଜ୍ୟର ୨୩ଟି ସ୍ଥାନ ସର୍ବାଧିକ ପ୍ରଦୁଷିତ

ନୂଆଦିଲ୍ଲୀ: ଦେଶରେ ୧୧୨ଟି ସର୍ବାଧିକ ପ୍ରଦୂଷିତ ସ୍ଥାନ ମଧ୍ୟରୁ ଓଡ଼ିଶାରେ କେବଳ ୨୩ଟି ସ୍ଥାନ ରହିଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ନିକଟରେ ପ୍ରକାଶିତ ଏକି ରିପୋର୍ଟରେ ଏହା କୁହାଯାଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ

ଦାୟିତ୍ୱ ଗ୍ରହଣ କଲେ ନୁଆ ପୋଲିସ କମିସନର

ଭୁବନେଶ୍ୱର: ନୁତନ ପୋଲିସ କମିସନର ଭାବେ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ପୁର୍ବରୁ ଆଜି କମିସନରେଟ ପୋଲିସର ମୁଖ୍ୟ କର୍ଯ୍ୟାଳୟରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ସୁଚନା ଯୋଗ୍ୟଯେ ଗତକାଲି ରାଜ୍ୟ ସରକାର କଟକ-ଭୁବନେଶ୍ୱରର

ଜାଗର କଟକଣା, ମେଳା ଓ ଗହଳି ମନା

ଭୁବନେଶ୍ୱର: ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାଜ୍ୟ ସରକାର ଜଗର ଯାତ୍ରା ଉପରେ କଟକଣା ଜାରି କରିଛନ୍ତି । ଜାଗରରେ ଶୈବପୀଠ ଗୁଡିକରେ ଜାଗର ଯାତ୍ରାରେ ମେଳା ଓ ଗହଳି ସରକାର ନିସିଦ୍ଧ କରିଛିନ୍ତି । ପୂର୍ବରୁ ମଧ୍ୟ ମନ୍ଦିର ପରିସରରେ ଦୀପ ଜାଳିବା ନିଷିଦ୍ଧ ଘୋଷଣା

ସାରା ରାଜ୍ୟରେ ଜଳୁଛି ଜଙ୍ଗଲ

ଭୁବନେଶ୍ୱର: ଉତରରେ ଶିମିଳିପାଳ ଠାରୁ ଆରମ୍ଭ କରି ଦକ୍ଷିଣରେ ମାଲକାନଗରି ଏବଂ ପଶ୍ଚିମରେ ଝାରସୁଗୁଡା ପର୍ଯ୍ୟନ୍ତ ରାଜ୍ୟର ୯୧୮ଟି ଜଙ୍ଗଲ ଏବେ ହୁତୁହୁତୁ ହୋଇ ଜଳୁଛି । ଆକାଶ ମାର୍ଗରୁ ଅତି ଭୟଙ୍କର ଦିଶୁଛି ଜଙ୍ଗଲ ନିଆଁ । ସନ୍ଧ୍ୟା ହେଲେ ଚାରିଆଡେ ନିଆଁ ଏକ ମାଳ ସଦୃସ୍ୟ ଦୃଶ୍ୟମାନ ହେଉଛି

ମହିଳା ବିଜେଡି ତରଫରୁ “ବିଶ୍ୱ ମହିଳା ଦିବସ” ପାଳିତ

ଢେଙ୍କାନାଳ: ଢେଙ୍କାନାଳ ସହରସ୍ଥ ମିନି ଷ୍ଟାଡିୟମ ଠାରେ ମହିଳା ବିଜୁ ଜନତା ଦଳ ତରଫରୁ ଆର୍ନ୍ତଜାତୀୟ ମହିଳା ଦିବସ ମହା ସମାରୋହରେ ପାଳିତ ହୋଯାଇଛି । ପ୍ରାରମ୍ଭରେ ବାଜିଚୌକ ଛକ ଠାରୁ ଏକ ବିଶାଳ ମହିଳା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ସଭା ସ୍ଥଳରେ ପହଂଚିଥିଲା । ସେଠାରେ