ଚମ୍ପୁଆ ଏସବିଆଇରେ ଗ୍ରାହକ ହନ୍ତସନ୍ତ
ଚମ୍ପୁଆ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଷ୍ଟେଟ ବ୍ୟାଙ୍କ ଶାଖାରେ କ୍ଷେତ୍ର ଅଧିକାରୀ ପଦବୀ ଦିର୍ଘ ଦିନ ହେବ ଖାଲିି ପଡି ଥିବାରୁ ଗ୍ରାହକମାନେ ହନ୍ତସନ୍ତ ହେଉ ଥିବା ଜଣାପଡିଛି । ଏଥି ପ୍ରତି ବ୍ୟାଙ୍କ ଉଚ୍ଚପଦାଧିକାରୀ ଦୃଷ୍ଟି ଦେଉ ନ ଥିବାରୂୁ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଦିର୍ଘଏ!-->…