ପାକିସ୍ତାନରେ ହିନ୍ଦୁ ପରିବାରର ୫ ଜଣଙ୍କୁ ହତ୍ୟା
ପାକିସ୍ତାନ: ପାକିସ୍ତାନରେ ଶୁକ୍ରବାର ଦିନ ଗୋଟିଏ ୫ ଜଣିଆ ହିନ୍ଦୁ ପରିବାର ସଦସ୍ୟମାନଙ୍କର ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଛି । ସେମାନଙ୍କର ତଂଟି କଟାଯାଇ ହତ୍ୟା କରାଯାଇଥିବା ଜଣାପଡିଛି । ‘ଦି ନିଉଜ୍ ଇଂଟର୍ନ୍ୟାସ୍ନାଲ୍’ ରିପୋର୍ଟ ଅନୁସାରେ, ରହିମ୍ ୟାର ଖାଁ ସହର ଠାରୁ ୧୫!-->…