ବାଲିକୁଦାରେ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ
ବାଲିକୁଦା : ବାଲିକୁଦା ବ୍ଲକ ବିଜେଡ଼ି ପକ୍ଷରୁ ଓଡିସାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ଲୋକ ସଭା ସାଂସଦ ବିଜୟାନନ୍ଦ ପଟ୍ଟନାୟକଙ୍କ ୧୫୦ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଖଣ୍ଡିଆ କୋଟ ଠାରେ ବ୍ଲକ ବିଜେଡି ସଭାପତି ରତ୍ନାକର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠତ!-->…