ଦେଶରେ୧୮ ହଜାର ଟପିଲା ପଜିଟିଭ ସଂଖ୍ୟା
ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖାଯାଉଛି। କିଛି ଦିନ ତୁଳନାରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୮ ହଜାର ଟପିଛି। ୨୪ ଘଣ୍ଟାରେ ଆଉ ୧୮,୩୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ସଂଖ୍ୟା୧,୧୧,୯୨,୦୮୮କୁ ବୃଦ୍ଧି!-->…