ସିଲ୍ ହେଲା ବରମୁଣ୍ଡା ପେଟ୍ରୋଲ ପମ୍ପ
ଭୁବନେଶ୍ୱର: ପେଟ୍ରୋଲ ଅପମିଶ୍ରଣ ଯୋଗୁଁ ବରମୁଣ୍ଡା ଏଚପି ପେଟ୍ରୋଲ ପମ୍ପକୁ ଆଜି କମିଶନରେଟ ପୋଲିସ୍ ସିଲ୍ କରିଦେଇଛି । ପେଟ୍ରୋଲ ଓ ଡିଜେଲରେ ପାଣି ମିଶା ଯାଉଥିବା ଅଭିଯୋଗ ହେବା ପରେ ଏହି ପେଟ୍ରୋଲ ପମ୍ପଙ୍କୁ ଖଣ୍ଡଗିରି ପୋଲିସ୍ ସିଲ୍ କରିଦେଇଛି । ଗତକାଲି ଏହାକୁ ନେଇ ପ୍ରବଳ ହଙ୍ଗାମା!-->…