ରାଜଧାନୀରେ ୬ ନିଶାଦିଆ ଲୁଟେରା ଗିରଫ

ଭୁବନେଶ୍ୱର: ରାଜଧାନୀରେ ୬ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଯାତ୍ରୀଙ୍କୁ ଟାର୍ଗେଟ୍ କରି ନିଶା ଦେଇ ଲୁଟ୍ କରୁଥିଲେ ଲୁଟେରା । ଏହା ଆଜି କହିଛନ୍ତି ପୋଲିସ୍ କମିଶନର । ସେ କହିବାନୁଯାୟୀ ପ୍ରଥମେ ଏହି ଲୁଟେରା ମାନେ ଯାତ୍ରୀଙ୍କ ସହ ବନ୍ଧୁତା କରୁଥିଲେ ଓ ପରେ

ମହାନଦୀରେ ବୁଡିଗଲେ ୪ ନାବାଳକ : ଜଣେ ମୃତ

ଭୁବନେଶ୍ୱର,: ବାଙ୍କୁଆଳ କୁଆଖାଇ ନଦୀରେ ଆଜି ବୁଡିଗଲେ ୪ ନାବାଳକ । ମିଳିଥିବା ସୂଚନା ଅନୁଯାୟୀ, ଲକ୍ଷ୍ମୀସାଗର ଅଞ୍ଚଳର ୪ଜଣ ସାଙ୍ଗ ଆଜି କୁଆଖାଇରେ ଗାଧୋଇବାକୁ ଯାଇଥିଲେ । ସମସ୍ତେ ସାଙ୍ଗ ହୋଇ ନଦୀ ପାର ହେଉଥିବା ବେଳେ ମହେଶ୍ୱର ପୃଷ୍ଟି ନାମକ ଜଣେ ନାବାଳକ ଅଚାନକ ବୁଡିଯାଇଥିଲେ । ସେ

ମହାରାଷ୍ଟ୍ରର ୮ଜିଲ୍ଲାରେ ଲକ୍ଡାଉନ୍

ପୁନେ: ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ ହୋଇଥିବାରୁ ରାଜ୍ୟ ସରକାର ସଂକ୍ରମଣ ବଢୁଥିବା ଜିଲ୍ଲାମାନଙ୍କରେ କଡାକଡି ଲକ୍ଡାଉନ୍ ପାଳନ ପାଇଁ ନିଷ୍ପତି ନେଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ୧୫,୮୨୩ ନୂଆ ମାମଲା ଚିହ୍ନଟ ହୋଇଛି । ରାଜ୍ୟର ୮ଜିଲ୍ଲାରେ ସଂକ୍ରମଣ ଲଗାତାର

ଅଂଶୁଘାତର ମୁକାବିଲା ପାଇଁ କାର୍ଯ୍ୟ କରନ୍ତୁ : ଜିଲ୍ଲାପାଳ

ଯାଜପୁର : ଗ୍ରୀଷ୍ମ ଋତୁରେ ଅଂଶୁଘାତ ଓ ପ୍ରଚଣ୍ଡ ରୈାଦ୍ରତାପର ମୁକାବିଲା ଏକ ସାମୁହିôକ ଦାୟିତ୍ୱ । ବ୍ୟାପକ ଜନ ସଚେତନତା ଓ ବିଭିନ୍ନ ବିଭାଗ ଏହାର ମୁକାବିଲାରେ ସହାୟକ ହେବ ବୋଲି ଜିଲ୍ଲାପାଳ ଚକ୍ରୱର୍ତୀ ସିଂହ ରାଠୋର ମତବ୍ୟକ୍ତ କରିଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା

୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବାନା

ଭୁବନେଶ୍ୱର : ରାଜ୍ୟର କେତେକ ସ୍ଥାନରେ ଆସନ୍ତା ୨୪ ଘଣ୍ଟାରେ ବର୍ଷା ହେବାର ସମ୍ଭାବନା ରହିଛି। ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ, ପୁରୀ ଏବଂ ଗଞ୍ଜାମରେ ଜିଲାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ୧୧ଟି ଜିଲା

ଶତାବ୍ଦୀ ଏକ୍ସପ୍ରେସ ବଗିରେ ଅଗ୍ନିକାଣ୍ଡ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଡେରାଡୁନ : ନୂଆଦିଲ୍ଲୀରୁ ଡେରାଡୁନ ଆସୁଥିବା ଶତାବ୍ଦୀ ଏକ୍ସପ୍ରେସର ବଗିରେ ଶନିବାର ମଧ୍ୟାନ୍ନ୧୨ଟା୨୦ରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଖବର ମିଳିଛି। ଏକ ବଡ ଧରଣର ବିପଦରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନିଆଁ ଲାଗିଥିବା ବଗିରୁ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ବଗିକୁ

ଦେଶରେ ଆଜି ୨୪,୮୮୨ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪ ହଜାର ଟପିଛି। ଦିନକରେ ଆଉ ୨୪,୮୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୩,୩୩,୭୨୮କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୪୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ

ଟିଏମସିରେ ସାମିଲ ହେଲେ ଯଶବନ୍ତ ସିହ୍ନା

କଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଦଳ ଡିଆଁ ପ୍ରକ୍ରିୟା ଜାରି ରହିଛି। ଟିଏମସିରୁ ଏକାଧିକ ବିଧାୟକ ଏବଂ ନେତା ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିବାବେଳେ ଏବେ ବିଜେପିର ଜଣେ ପୂର୍ବତନ ବରିଷ୍ଠ ନେତା ଟିଏମସିକୁ ଡିଆଁ ମାରିଛନ୍ତି। ସେ ହେଲେ ପୂର୍ବତନ

ପ୍ରଥମରୁ ୮ମ ସବୁ ପାସ୍‌

ଭୁବନେଶ୍ଵର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ। ପରୀକ୍ଷା ବି ହୋଇପାରିବନି। ତେଣୁ ପ୍ରଥମରୁ ୮ମ ପର୍ଯ୍ୟନ୍ତ ସବୁ ପିଲାଙ୍କୁ ପାସ୍‌ କରିବାକୁ ରାଜ୍ୟ ସରକାର ଆପାତତଃ ନିଷ୍ପତ୍ତି ନେଇଛନ୍ତି ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ

ବେକରେ ରଶି ଲଗାଇ ଝୁଲି ପଡ଼ିଲେ ପରିବାରର ୫ ସଦସ୍ୟ

ପଟନା: ବିହାରର ସୁପୌଲ ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ପରିବାରର ୫ ସଦସ୍ୟ ଏକା ସମୟରେ ଆତ୍ମହତ୍ୟା କରିଛନ୍ତି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ସୂଚନା ଅନୁସାରେ,