ଜିଲ୍ଲାପାଳଙ୍କ ବୋରିକିନା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

ଜଗତସିଂହପୁର : ଆଜି ବାଲିକୁଦା ବ୍ଲକର ବୋରିକିନା ଉଚ୍ଚ ବିଦ୍ୟାଳୟକୁ ସ୍ୱତନ୍ତ୍ର ମଡେଲ ଭିତିକ ଶିକ୍ଷାନୁଷ୍ଠାନରେ ପରିଣତ ପାଇଁ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏକ ତନଖି ବ୍ୟୟ ମୁରୀ ଅଟକଳ କରିଛନ୍ତି । ପ୍ରାୟ ୨କୋଟି ୧୧ଲକ୍ଷ ଟଙ୍କା ବ୍ୟୟ ଅଟକଳ ଦ୍ୱାରା ୮ଗୋଟି ଶ୍ରେଣୀ ଗଅହ

ଗୁଳିମାଡରେ ୮ମୃତ

ୱାଶିଂଟନ୍ : ଆମେରିକାରେ ଆଖିବୁଜା ଗୁଳିମାଡ ଆମେରିକାର ଆଟଲାଂଟାରେ ଭୟାନକ ଗୁଳିମାଡ ହୋଇଛି । ଅଟଲାଂଟା ସ୍ଥିତ ଜର୍ଜିଆର ୩ଟିସ୍ପା ଭିତରେ ପଶି ଜଣେ ଦୁର୍ବୃତ ଏହି ଗୁଳିମାଡ କରିଥିବା ସୂଚନା ମିଳିଛି । ଏଥିରେ ୪ଜଣ ମହିଳା ସମେତ ୮ଜଣଙ୍କ ମୃତ୍ୟୁ ହୋଇଛି । ତେବେ ଏହି ଗୁଳିମାଡର କରଣ ଅସ୍ପଷ୍ଟ

ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ହିମାଚଳ ପ୍ରଦେଶର ବିଜେପି ସାଂସଦ ରାମ ସ୍ୱରୂପ ଶର୍ମାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଦିଲ୍ଲୀର ଉତ୍ତର ଆଭେନ୍ୟୁରେ ଥିବା ତାଙ୍କ ନିବାସରେ ଆଜି ତାଙ୍କ ମୃତଦେହ ମିଳିଛି। ଦିଲ୍ଲୀ ପୁଲିସର ସୂଚନାନୁସାରେ, ତାଙ୍କର ଜଣେ କର୍ମଚାରୀଙ୍କଠାରୁ ଏକ ଫୋନ କଲ ଆସିବା ପରେ ଏହି ଘଟଣା ଜଣାପଡିଥିଲା।

ଆଗାମୀ ବିଧାନସଭା ନିର୍ବାଚନରେ ବ୍ୟବହାର ହେବ ଇଭିଏମ ସହ ଭିଭିପାଟ

ନିର୍ବାଚନ କମିଶନ ବିଧାନସଭା ନିର୍ବାଚନ ହେବାକୁ ଥିବା କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଓ ପୁଡୁଚେରୀ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ସହ ଭିଭିପାଟ୍ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛି। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା

ଏପ୍ରିଲରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଆସନ୍ତା ଏପ୍ରିଲ ୨ତାରିଖରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଏମ୍‌.ଭେଙ୍କେୟା ନାଇଡୁ। ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁଜ ସଙ୍କେତ ଦିଆଯାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ

ରାଜ୍ୟରେ ୨୪ ଘଣ୍ଟାରେ ୮୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ୨୪ ଘଣ୍ଟାରେ ଆଉ ୮୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ୮୨ କରୋନା ଚିହ୍ନଟ ମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୪୮ ରହିଥିବାବେଳେ ଲୋକାଲ୍‌ କେସ୍ ୩୪ ରହିଛି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୧୧, ଖୋର୍ଦ୍ଧା ୯, ବରଗଡ଼ ୭, ସୁନ୍ଦରଗଡ଼ ୭, ବାଲେଶ୍ବର ୬, କଟକ ୫, ବଲାଙ୍ଗିର ୪,

ଦେଶରେ୨୮,୯୦୩ ନୂଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି କରୋନା ସଂକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଦିନକରେ ଆଉ ୨୮,୯୦୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ମୋଟ ପଜିଟିଭ ସଂଖ୍ୟା ୧,୧୪,୩୮,୭୩୪କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୧୮୮ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ

ରାଜଧାନୀରେ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଖବର ମିଳିଛି। ଚନ୍ଦ୍ରଶେଖରପୁର ସ୍ଥିତ ଓମଫେଡ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଟ୍ରାନ୍ସଫର୍ମର ଫାଟି ୪ ଗୁରୁତର ଆହତ ହୋଇଛନ୍ତି। ଉକ୍ତ ଗୁରୁତରମାନେ ଟ୍ରାନ୍ସଫର୍ମର ତଳେ ଜଳଖିଆ ଦୋକାନ ଦେଇଥିବା ବାପା ପୁଅ ସମେତ

ସାହି ମଝିରେ ଯୁବକଙ୍କୁ ଦୁର୍ବୃତଙ୍କ ମରଣାନ୍ତକ ଆକ୍ରମଣ

ପୁରୀ: ସାହି ମଝିରେ ଯୁବକଙ୍କ ଦୁବୃତମାନେ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମଙ୍ଗଳବାର ଖବର ମିଳିଛି । ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ଅନ୍ତର୍ଗତ ବାସେଳୀ ସାହି ଥାନା ମିଶ୍ରସାହିରେ ଘଟିଛି । ଦୁର୍ବୃତମାନେ ଉକ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ମାରାଣାସ୍ତ୍ରରେ ହାଣିଛନ୍ତି । ଯୁବକଙ୍କ ପରିଚୟ

ପିପିଲି ଉପନିର୍ବାଚନ ଏପ୍ରିଲ ୧୭ରେ

ଭୁବନେଶ୍ୱର: ଏପ୍ରିଲ ୧୭ରେ ଖାଲିପଡିଥିବା ପିପିଲି ବିଧାନସଭା ଆସନ ପାଇଁ ଉପନିାର୍ବାଚନ ହେବ । ଏଥିନେଇ ଆଉ ସପ୍ତାହକ ପରେ ମାର୍ଚ୍ଚ ୨୩ରେ ବିଜ୍ଞପ୍ତି ପ୍ରକାଶ ପାଇବ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ପ୍ରର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ । ସମସ୍ତ ପ୍ରାର୍ଥୀ ପତ୍ର ମାର୍ଚ୍ଚ ୩୧ରେ ଜାଂଚ