ଭାରତୀୟ ବଂଶୋଭବ ଆରୋରା ଆକାଂକ୍ଷା ଜାତିସଂଘ ମହାସଚିବ ପଦ ପାଇଁ ପ୍ରାର୍ଥୀ
ଭାରତୀୟ ବଂଶୋଦ୍ଭବ ଆରୋରା ଆକାଂକ୍ଷା ଜାତିସଂଘର ପରବର୍ତୀ ମହାସଚିବ ପଦ ପାଇଁ ତାଙ୍କ ପ୍ରାର୍ଥିତ୍ୱ ଘୋଷଣା କରିଛନ୍ତି । ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ (ୟୁଏନ୍ଡିପି)ର ଅଡିଟ୍ କୋଅର୍ଡିନେଟର୍ ପଦରେ ରହିଥିବା ଆକାଂକ୍ଷା ବର୍ତମାନର ଜାତିସଂଘ ମହାସଚିବ ଏଂଟୋନିଓ ଗୁଟେରେସ୍ଙ୍କ ବିପକ୍ଷରେ!-->…